ବିଶ୍ୱ କଲ୍ୟାଣ ନିମନ୍ତେ ୧୦୮ ହନୁମାନ ଚାଳିଶା

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ବିଶ୍ୱ କଲ୍ୟାଣ ନିମନ୍ତେ ଶନିବାର ସକାଳ ସାତ ଘଣ୍ଟା ସମୟରେ ମାଣ୍ଡିଆପଲ୍ଲୀ ହନୁମାନ ମନ୍ଦିରରେ ମାରୁତି ସତସଙ୍ଗ ଭକ୍ତମାନଙ୍କ ଦ୍ୱାରା ୧୦୮ ହନୁମାନ ଚାଳିଶା , ଭଜନ କୀର୍ତ୍ତନ , ସୁନ୍ଦରା କାଣ୍ଡ , ପରାୟଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସହଦେବ ପାତ୍ର , ଭଗବାନ ପାଢୀ , ସିମା ବେହେରା , ବାପି ସାହୁ , ମାଧବଜେନା , ରଘୁନାଥ ପାତ୍ର , ସମେତ ବହୁ ଭକ୍ତ ଯୋଗଦେଇଥିଲେ । ଶେଷରେ ୧୦୭ ଆରତୀ , ପୁଜା , ହୋମ , ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ