ବନ ବିଭାଗ ବିରଳ ପକ୍ଷୀ ଉଦ୍ଧାର
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ମାଲକାନଗିରି ଜିଲା ବନଖଣ୍ଡ ଅଧିନ ଚିତ୍ରକୋଣ୍ଡା ବନାଞ୍ଚଳ ଅନ୍ତର୍ଭୁକ୍ତ ପୂଜାରୀଗୁଡ଼ା ଗ୍ରାମ ନିକଟରେ କିଛି ଲୋକ ଗଲାକାଲି ଏକ ବିରଳ ପକ୍ଷୀ ଧରିଥିବା ଖବର ପାଇ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଓ ଚିତ୍ରକୋଣ୍ଡା ବନପାଳ ମୃତୁଞ୍ଜୟ ସେଠି ପହଞ୍ଚି ପକ୍ଷୀ କୁ ଉଦ୍ଧାର କରିବା ସହିତ ଉକ୍ତ ପକ୍ଷୀଟି ବିରଳ ନୁହେଁ ସବୁବେଳେ ଦେଖା ଦେଉଛି ଛୋଟ ହାଡ଼ଗିଳା ବୋଲି କହିଥିଲେ ପକ୍ଷୀର ସାମାନ୍ୟ ଆଘାତ ଥିବାରୁ ବନ ବିଭାଗ ଚିକିତ୍ସା କରାଇ ଡ୍ୟାମ ପାର୍ଶ୍ୱରେ ଛାଡ଼ି ଦେବାକୁ ସୂଚନା ଦେଇଛନ୍ତି l


