ଜି ଏଂଟ୍ରଟେନ୍ମେଂଟ୍ ପକ୍ଷରୁ ମାଇଣ୍ଡ୍ ୱାରସ୍ କାର୍ଯ୍ୟକ୍ରମର
ବିଶ୍ୱର ବୃହତମ ମିଡ଼ିଆ ଏବଂ ଏଂଟ୍ରଟେନ୍ମେଂଟ୍ ସଂସ୍ଥା ଜି ଏଂଟ୍ରଟେନ୍ମେଂଟ୍ ଏଂଟ୍ରପ୍ରାଇଜ୍ ଲିଃ ପକ୍ଷରୁ ଭାରତ ବ୍ୟାପି ସ୍କୁଲ ପିଲାଙ୍କ ପାଇଁ ସର୍ବ ବୃହତ୍ କୁଇଜ୍ କଂଟେଷ୍ଟ ମାଇଣ୍ଡ୍ ୱାରସ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଅନନ୍ୟ କାର୍ଯକ୍ରମରେ ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ଅଂଶଗ୍ରହଣ କରିପାରିବେ । ଦେଶର ୨୦୦ରୁ ଅଧିକ ସହରର ୪୦,୦୦୦ରୁ ଅଧିକ ସ୍କୁଲରେ ପଢ଼ୁଥିବା ୧ କୋଟିରୁ ଅଧିକ ଶିକ୍ଷାର୍ଥୀ କୁଇଜ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । କୁଇଜ୍ କଂଟେଷ୍ଟରେ ସାମ୍ପ୍ରତିକ ଘଟଣାବଳୀ, ସାଧାରଣ ଜ୍ଞାନ ଏବଂ ସ୍କୁଲ ପାଠ୍ୟକ୍ରମରୁ ପ୍ରଶ୍ନ ପଚରାଯିବ । କାର୍ଯ୍ୟକ୍ରମରେ ୪୦,୦୦୦ ହଜାର ସ୍କୁଲ୍ ୨ ଜଣ ଚମ୍ପିୟନ୍ଙ୍କୁ ଜି-୫ ଆପ୍ ଏବଂ ୱେବସାଇଟ ସହାୟତାରେ ଅନ୍ଲାଇନ୍ କ୍ୱାଲିଫାୟରରେ ଚୟନ କରାଯିବ । ୨୦୦ରୁ ଅଧିକ ସହରରୁ ୨୦୦ରୁ ଅଧିକ ବିଜେତା ସ୍କୁଲ ସିଟି ଫାଇନାଲ୍ରେ ଚୟନ କରାଯିବ । ଦେଶର ୩୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରୁ ୩୨ଟି ବିଜେତା ସ୍କୁଲ ଷ୍ଟେଟ୍ ଫାଇନାଲରେ ଚୟନ କରାଯିବ । ନ୍ୟାସନାଲ୍ ଫାଇନାଲରେ ୨୦୧୯ ମାଇଣ୍ଡ ୱାରସ୍ ଚମ୍ପିୟନ୍ ଚୟନ କରାଯିବ ।୍ କାର୍ଯକ୍ରମରେ ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ଅଂଶଗ୍ରହଣ କରିପାରିବେ । ଦେଶର ୨୦୦ରୁ ଅଧିକ ସହରର ୪୦,୦୦୦ରୁ ଅଧିକ ସ୍କୁଲରେ ପଢ଼ୁଥିବା ୧ କୋଟିରୁ ଅଧିକ ଶିକ୍ଷାର୍ଥୀ କୁଇଜ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । କାର୍ଯ୍ୟକ୍ରମରେ ୪୦,୦୦୦ ହଜାର ସ୍କୁଲ୍ ୨ ଜଣ ଚମ୍ପିୟନ୍ଙ୍କୁ ଜି-୫ ଆପ୍ ଏବଂ ୱେବସାଇଟ ସହାୟତାରେ ଅନ୍ଲାଇନ୍ କ୍ୱାଲିଫାୟରରେ ଚୟନ କରାଯିବ । ସେହିପରି ୨୦୦ରୁ ଅଧିକ ସହରରୁ ୨୦୦ରୁ ଅଧିକ ବିଜେତା ସ୍କୁଲ ସିଟି ଫାଇନାଲ୍ରେ ଚୟନ କରାଯିବ । ଦେଶର ୩୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରୁ ୩୨ଟି ବିଜେତା ସ୍କୁଲ ଷ୍ଟେଟ୍ ଫାଇନାଲରେ ଚୟନ କରାଯିବ । ନ୍ୟାସନାଲ୍ ଫାଇନାଲରେ ୨୦୧୯ ମାଇଣ୍ଡ ୱାରସ୍ ଚମ୍ପିୟନ୍ ଚୟନ କରାଯିବ । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଜି ଏଂଟ୍ରଟେନ୍ମେଂଟ୍ ଏଂଟ୍ରପ୍ରାଇଜ୍ ଲିଃ.ର ଡୋମେଷ୍ଟିକ୍ ବ୍ରୋଡ୍କାଷ୍ଟ ସିଇଓ ପୁନୀତ୍ ମିଶ୍ର କହିଲେ,“ ଜି ଏଂଟ୍ରଟେନ୍ମେଂଟ୍ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ପ୍ରୟାସ କରିଥାଏ । ପିଲାଙ୍କ ପାଇଁ ମାଇଣ୍ଡ୍ ୱାରସ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହା ତାଙ୍କର ଜ୍ଞାନର ବିକାଶ ପାଇଁ ଏକ ଉପଯୁକ୍ତ କ୍ଷେତ୍ର ସାବ୍ୟସ୍ତ ହେବ । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଦିଲ୍ଲୀର ୧୦୦ରୁ ଅଧିକ ସ୍କୁଲ ଯୋଗଦେଇଥିଲେ । କୁଇଜ୍ ମାଷ୍ଟର ତଥା ଏକ୍ସପ୍ରେସ୍ ମାଇଣ୍ଡ୍ ଏଡୁଟେଂନମେଂଟ୍ ପ୍ରା.ଲିଃ.ର ସିଇଓ କୁନାଲ ସଭରକାର୍ ଜି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପିଲାଙ୍କୁ ଦୃଷ୍ଟିରେ ରତ୍କ ଆରମ୍ଭ କରାଯାଇଛି । ମୋ ସହଯୋଗୀ ସୀମା ଚାରୀ ଏବଂ ମୁଁ ଏତେ ସଂଖ୍ୟକ ପିଲାଙ୍କୁ ଦେଖି ବେଶ୍ ଆନନ୍ଦିତ । କାର୍ଯ୍ୟକ୍ରମ ମାଧ୍ୟମରେ ଏସେଲ୍ ଗ୍ରୁପ୍ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ରଙ୍କ ସହିତ ସାକ୍ଷାତ୍ ହେବାର ଅବସର ମିଳିପାରିଛି । ମାଇଣ୍ଡ୍ ୱାରସ୍ ଏକ ହୋଷ୍ଟ ଡାଟାବେସ୍ । ଏଥିରେ ୧୦,୦୦୦ରୁ ଅଧିକ ପ୍ରଶ୍ନ ସାମ୍ପ୍ରତିକ ଘଟଣାବଳୀ, ସାଧାରଣ ଜ୍ଞାନ ଏବଂ ସ୍କୁଲ ପାଠ୍ୟକ୍ରମ ଆଦି ତିନିଟି ବକେଟ୍ରେ ରହିଛି । ଏସବୁ ୬ଷ୍ଠରୁ ୧୦ମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ।


