ରାୟଗଡା ଓ ବ୍ରହ୍ମପୁର ମଧ୍ୟରେ ଗାଡି ଚଳାଚଳ ଠପ୍

ମୋହନା,(ଅଶଂମାନ ପଣ୍ଡା)-  ଗଞ୍ଜାମ ଜିଲ୍ଲା ଅନ୍ତଗର୍ତ ଗୋବିନ୍ଦପୁର ଖେମୁଣ୍ଡି ଖୋଲ ମଝିରେ ବିରାଟ ଗଛଟି ଉପୁଡି ପଡିବାରୁ ରାୟଗଡା ଓ ବ୍ରହ୍ମପୁର ମଧ୍ୟରେ ଗାଡିଚଳାଚଳ ଠପ୍ ହୋଇଯାଇଛି । ଫଳରେ ରାସ୍ତାର ଦୁଇପାଶ୍ୱର୍ରେ ଗାଡି ମାନଙ୍କର ଲମ୍ବା ଲାଇନ୍ ହେଖିବାକୁ ମିଳିଛି । ଘଟଣା ସ୍ଥଳରେ କୌଣସି ସରକାରୀ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ