ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ : ନାମଲେଖା ସୁଯୋଗ ନ ମିଳିଲେ କ୍ଷତିପୂରଣ ପ୍ରଦାନ କରିବ କଲେଜ୍

କଟକ, (ଓ୍ବାଇଏନଏସ): ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶାରେ ଜଣେ ଛାତ୍ରୀ ୩ ବର୍ଷିୟା ଏଲଏଲ.ବି. ପାଠ୍ୟକ୍ରମରେ ନାମଲେଖାରୁ ବଞ୍ଚିତ ହେବା ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ

Read more

ନିଆଳି ପନିର ଅପମିଶ୍ରଣ ମାମଲା : ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

କଟକ,(ଓ୍ବାଇଏନଏସ): ନିଆଳି ଅଞ୍ଚଳରେ ପନିର ଅପମିଶ୍ରଣ ଅଭିଯୋଗ ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବଦଳିଲେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସ

Read more

ସିଂହାରପାଳରେ ସୁନାମୀ ପ୍ରସ୍ତୁତି ପରଖିଲେ କେନ୍ଦ୍ରୀୟ ଟିମ୍

କୋଣାର୍କ (ଓ୍ବାଇଏନଏସ): କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତର ସିଂହାରପାଳ ଗ୍ରାମରେ ସୁନାମୀ ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ଟିମ୍ ପରଖିଛନ୍ତି।

Read more

ବିଦ୍ୟୁତ୍ ଆଘାତରେ ମହିଳା ମୃତ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ମତାବାଜ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଗ୍ରାମର ବସନ୍ତ

Read more

ମୁହଁରେ କଳାପଟି ବାନ୍ଧି ଶିକ୍ଷକଙ୍କ ପ୍ରତିବାଦ, ଓଟିଇଟି ବାଧ୍ୟତାମୂଳକକୁ ବିରୋଧ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାରେ ପଦୋନ୍ନତିରୁ ବଞ୍ଚିତ ବରିଷ୍ଠ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବା ସହ ଆନ୍ଦୋଳନ ଦାନା ବାନ୍ଧୁଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା

Read more

ସାଳନ୍ଦୀ ନଦୀରେ ଅତଡ଼ା ଖସି ୪ ପରିବାରଙ୍କ ଭୁଶୁଡ଼ିଲା ଘର

ହାଟଡିହି,(ଓ୍ବାଇଏନଏସ): ସାଳନ୍ଦୀ ନଦୀର ପ୍ରଖର ସ୍ରୋତ ଯୋଗୁଁ କାନପୁର ଗ୍ରାମରେ ଅତଡ଼ା ଖସି ୪ଟି ପରିବାରର ଘର ଓ ପାଇଖାନା ଗୃହ ଭୁଶୁଡ଼ି ପଡ଼ିଛି। ଏଥିସହ ନଦୀ

Read more

କେନ୍ଦୁଝର ମାଇନର୍ସକୁ ୨ ୱିକେଟ୍‌ରେ ହରାଇଲା ପୁରୀ ଟାଇଟାନ୍ସ

କଟକ,(ଓ୍ବାଇଏନଏସ): ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌–ସିଏମ୍‌ ଟ୍ରଫିରେ ଶନିବାର ବାରବାଟୀ ଷ୍ଟାଡିୟମ୍‌ରେ ରୋମାଞ୍ଚକର ମୁକାବିଲାରେ କେନ୍ଦୁଝର ମାଇନର୍ସକୁ ୨ ୱିକେଟ୍‌ରେ ପରାସ୍ତ କରିଛି ପୁରୀ ଟାଇଟାନ୍ସ।

Read more

ବିଜେଡିରେ ନୂଆ ଦାୟିତ୍ୱ, ନୂଆ ନେତୃତ୍ୱ, ସଂଗଠନକୁ ମିଳିବ ନୂଆ ଗତି

ଧାମନଗର(ଓ୍ବାଇଏନଏସ): ଧାମନଗରରେ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମହିଳା ନେତୃତ୍ୱକୁ ନୂଆ ଦାୟିତ୍ୱ ଦିଆଯାଇଛି। ବିଜୁ ମହିଳା ଜନତା ଦଳର

Read more

ବ୍ୟକ୍ତିଗତ ପ୍ଲଟରେ ଚାଲିଛି ସରକାରୀ ରାସ୍ତା ନିର୍ମାଣ କାର୍ଯ୍ୟ

ବନ୍ତ, (ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ କୁମ୍ଭାରିଆ ଗ୍ରାମରେ ଏକ ସରକାରୀ ରାସ୍ତା ନିର୍ମାଣ କାର୍ଯ୍ୟ ବ୍ୟକ୍ତିଗତ ପ୍ଲଟରେ ହେଉଥିବା ବେଳେ

Read more

ଏବିଭିପି ଓଡ଼ିଶା ପୂର୍ବର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବାଲେଶ୍ବର(ସରୋଜ ପଣ୍ଡା):​ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାଲେଶ୍ୱର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ ଭବନଠାରେ ଅନୁଷ୍ଠିତ ହେବାକୁ

Read more

Advertisement

ଏବେ ଏବେ