ଟ୍ରକ ମାଲିକଙ୍କଠାରୁ ଆଦାୟ ହେଲା ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ :ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ

Read more

ଓଡିଶା ପ୍ରଶାସନିକ ସ୍ତରରେ ଅଦଳବଦଳ

ରାଜ୍ୟସରକାର ଓଡିଶା ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । କିଏ କେଉଁଠି କି ଗଲେ ଆସନ୍ତୁ ଜାଣିବା ଇନ୍ଦ୍ରମଣୀ ତ୍ରିପାଠୀ – ସାଧାରଣ ପ୍ରଶାସନ

Read more

ହନିୱେଲ୍ ପାୱାର ଔରଙ୍ଗାବାଦ୍ ଏବଂ ଫରିଦାବାଦ୍ ସ୍ମାର୍ଟ ସିଟିପ୍ରକଳ୍ପରେ କାର୍ଯ୍ୟ କରିବ

ଜନସାଧାରଣଙ୍କ ଜୀବନ ଶୈଳୀରେ ଆବଶ୍ୟକ ପରିବର୍ତନ ପାଇଁ ହନିୱେଲ ପକ୍ଷରୁ ଔରଙ୍ଗାବାଦ୍ ଇଣ୍ଡଷ୍ଟି୍ରଆଲ୍ ଟାଉନଶିପ୍ ଲିଃ. ଏବଂ ଫରିଦାବାଦ୍ ସ୍ମାର୍ଟ ସିଟି ଲିଃ.ର ବିକାଶ କାର୍ଯ୍ୟକ୍ରମ ହାତକୁ

Read more

ରମେଶ ଅଲ୍ଲୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, : ବିଶିଷ୍ଟ ସଂସ୍କାରବାଦୀ ସଂଗଠକ, ପ୍ରଗତିଶୀଳ କବି, ସମାଜବାଦୀ ନେତା ଓ ହେତୁବାଦୀ ଚିନ୍ତକ ରମେଶ ଅଲ୍ଲୀ ବେଶାନ୍ତଙ୍କ ଆକସ୍ମିକ ବିୟୋଗ ଏକ ଅପୂରଣୀୟ କ୍ଷତି

Read more

ଛୋଟ ପିଲା ବଡ଼ ସ୍ୱପ୍ନ ଦେଖ-ଚରିତ୍ର ଗଠନ କର, ଜୀବନରେ ସଫଳତା ପାଇବ

ଭୁବନେଶ୍ୱର, : ଛୋଟଛୋଟ ପିଲାମାନେ ରାଜ୍ୟ ପାଇଁ ଓ ଦେଶ ପାଇଁ ବଡ଼ବଡ଼ ସ୍ୱପ୍ନ ଦେଖ ଓ ଚରିତ୍ର ଗଠନରେ ନିୟୋଜିତ ହୋଇ ପରିପୂର୍ଣ୍ଣ ମଣିଷ ହୋଇପାରିଲେ

Read more

ଆକାଶରେ ଉଡିଲେ ପାହାଡୀ କନ୍ୟା

(ଯୁଗାବ୍ଦ ନ୍ୟୁଜ) ଆଦିବାସୀର ଅନ୍ଧାରି ମୁଲକରୁ ଫେରି ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ଆଦିବାସୀ ଝିଅ ଅନୁପ୍ରିୟା । ମାଲକାନାଗିରି ଜିଲ୍ଲାର ପ୍ରଥମ ଆଦିବାସୀ ଝିଅ

Read more

ଭାରତୀୟ ଭ୍ରଷ୍ଟାଚ।ର ନିବାରଣ ସଂସ୍ଥାର ନୂତନ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର, : ଭାରତୀୟ ଭ୍ରଷ୍ଟାଚ।ର ନିବାରଣ ସଂସ୍ଥାର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ୟୁନିଟ୍-୩ସ୍ଥିତ ଉକ୍ରଳ ସାମ୍ବାଦିକ ସଂଘ

Read more

ପଲ୍ଲୀ ଉନ୍ନୟନ ସେବା ସମିତିରେ ଦୁଇଦିନ ଧରି ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,: ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ ଦ୍ୱାରା ପଲ୍ଲୀ ଉନ୍ନୟନ ସେବା ସମିତି, ନହରକଣ୍ଟାଠାରେ ସମିତି ଦ୍ୱାରା ପରି·ଳିତ ଆରାଇଜ ରମାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ତଥା ସମିତିର

Read more

ରାଜ୍ୟସ୍ତରୀୟ ଦ୍ରେଣାଚାର୍ଯ୍ୟ ସମ୍ମାନ ଉତ୍ସବ

ଭୁବନେଶ୍ୱର-: ରାଜଧାନୀ ନାଗେଶ୍ୱରଟାଙ୍ଗୀସ୍ଥିତ ପେସ୍ ଏକାଡେମୀ ପରିସରରେ ଓଡ଼ିଶା ମୁରବୀ ମହାମଞ୍ଚ, ରୋଟାରୀ କ୍ଲବ ଅଫ୍ କ୍ୟାପିଟାଲ ଇଣ୍ଟରଆକ୍ଟ କ୍ଲବ ଅଫ୍ ପେସ୍ ଏକାଡେମୀ, ଉକ୍ରଳ ବିକାଶ

Read more

‘ବାଂଲାର ରସଗୋଲ୍ଲା’ ଜିଆଇ ମାନ୍ୟତାକୁ ଚ୍ୟାଲେଞ୍ଜ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ବାଂଲାର ରସଗୋଲ୍ଲା’ କୁ ଜିଆଇ ମାନ୍ୟତା ମିଳିବାକୁ ନେଇ ଓଡ଼ିଶା ପକ୍ଷରୁ ହୋଇଥିବା ଚ୍ୟାଲେଞ୍ଜର ଆଜି ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଶୁଣାଣି

Read more

Advertisement

ଏବେ ଏବେ