ସବଜେଲରେ କଏଦୀଙ୍କ ମୃତ୍ୟୁ ପରେ ଜେଲରେ ଉତ୍ତେଜନା: ସ୍ଥାୟୀ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସବଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ପରେ ଜେଲ ପରିସରରେ କଏଦୀମାନଙ୍କ ତରଫରୁ ଉତ୍ତେଜନା ପ୍ରକାଶ ପାଇଛି. ପାରଳା ସବଜେଲରେ ସରକାରୀ
Read more











