ଯାଜପୁର ଟାଉନରେ ସଡକ ସଚେତନତା କାର୍ଯ୍ୟକ୍ରମ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନୂଆ ଅ।।ଲୋକ ମାତ୍ର ଛଅ ମାସ ହେବ ସୃଷ୍ଟି ହୋଇ ଏକ ନିଆରା ଅନୁଷ୍ଠାନରେ ପରିଣତ ହୋଇଛି

Read more

ପ୍ରତିଭା ଅନ୍ୱେଷଣର ବିବିଧ ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍): ଜିଲ୍ଳ୍ା ପ୍ରଶାସନ ଏକ ଅଭିନବ ପଦକ୍ଷେପ ନେଇଥିଲା, ଯେପରି ପିଲାଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଊନ୍ମେଷ ଘଟିବ । ଏହା ସପଂଳ

Read more

ଏନ୍.ଏଚ୍.ଆଇ. କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବିରକ୍ତି ପ୍ରକାଶ କଲେ ଜିଲ୍ଳ୍ାପାଳ ଓ ଏସ୍.ପି

. ଯାଜପୁର,: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅସହଯୋଗ ଓ ଅବହେଳା ସଡକ ସୁରକ୍ଷା ପ୍ରତି ଅବମାନନା ସଦୃଶ । ଏକେତ ସେମାନେ ଅନେକ ବୈଠକରେ ଅନୁପସ୍ଥିତ ରହୁଚ୍ଥନ୍ତି

Read more

ଟାଟାଷ୍ଟିଲ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁସହାୟକଉପକରଣ ଓ ମାନପତ୍ର ବଣ୍ଟନ

କଳିଙ୍ଗନଗର,(ଯୁଗାବ୍ଦ ନ୍ୟୁଜ୍): ଦିବ୍ୟାଙ୍ଗବ୍ୟକ୍ତିମାନଙ୍କୁମୁଖ୍ୟସ୍ରୋତକୁଫେରାଇ ଆଣିବାଲକ୍ଷ୍ୟରେ ଆଜିଟାଟାଷ୍ଟିଲ ପକ୍ଷରୁସେମାନଙ୍କୁସହାୟକଉପକରଣ ଓ ମାନପତ୍ର ପ୍ରଦାନ କରାଯାଇଛି ।୪୩ ଜଣ ଦିବ୍ୟାଙ୍ଗବ୍ୟକ୍ତିଙ୍କୁମାନପତ୍ର ଓ ୟୁଡିଆଇଡିକାର୍ଡ ପ୍ରଦାନ କରାଯାଇଥିଲା ।ଏହାବ୍ୟତୀତ ପ୍ରାୟ ୩୦ଜଣ

Read more

ମାଣତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭି•ିଭୂମି ବିକାଶ ପାଇଁ ଟାଟା ଷ୍ଟିଲର ସହାୟତା

କଳିଙ୍ଗନଗର,  ଯାଜପୁର ଜିଲ୍ଳାରେ ଉନ୍ନତ ଶିକ୍ଷା ଭି•ିଭୂମି ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ମାଣତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ

Read more

ପ୍ରୀତିମହ୍ୱାର ସିଡିକୁ ଊନ୍ମୋଚନ କଲେ ଜିଲ୍ଳ୍ାପାଳ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଳ୍ାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଏକ ଭିନ୍ନ ସ୍ୱାଦର ଆଧୁନିକ ଅଡିଓ ସିଡି ପ୍ରୀତିମହ୍ଳାରକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ

Read more

  ଅତିରିକ୍ତ ଜିଲ୍ଲାପାଳଙ୍କ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ: ତିନି ଜଣଙ୍କୁ କାରଣ ଦର୍ଶାଅ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଗତ ସୋମବାର ଦିନ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାମଦେବପୁର, ଛତ୍ରପଡ଼ା, ପଂଚୁପୁର ଏବଂ ବାବଲପୁର–୧

Read more

ଯାଜପୁର ପୋଲିସର ଅଭିନବ ପ୍ରୟାସ

ଅପରାଧ ଉପରେ ରୋକ ଲଗେଇବା ପାଇଁ ଯାଜପୁର ପୋଲିସର ଅଭିନବ ପ୍ରୟାସ । ଯାଜପୁର ପୋଲିସ ପକ୍ଷରୁ ଏକ ୱାଟସପ ହେଲ୍ପ ଲାଇନ ସେବା ଶୁଭାରମ୍ଭ କରାଯାଇଛି

Read more

ରାଧାମଣୀଙ୍କୁ ନ୍ୟାୟ ମିଳିବ କେବେ ?

ଯାଜପୁର, – ଯାଜପୁର-ମଙ୍ଗଳପୁର ଥାନା ଅନ୍ତର୍ଗତ ପ୍ରକଟପୁର ଗ୍ରାମର ରାଧାମଣୀ ସେନାପତି(୫୦) ୨୦୦୧ ମସିହାରେ ରାଧାମଣୀଙ୍କ ଆଖିରେ ସାମାନ୍ୟ ଯନ୍ତ୍ରଣା ହେବାରୁ ଯାଜପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା

Read more

ପଞ୍ଜିକୃତ ସଂସ୍ଥା ବା କ୍ଲବ୍ ଅଡ଼ିଟ କରାଇ ରିପୋର୍ଟ ଦେବା ଜରୁରୀ

ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ୧୯୯୪ ମସିହା ପରଠାରୁ ଯାଜପୁର ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ସମସ୍ତ କ୍ଲବ୍ / ସଂସ୍ଥା ମାନେ ବିଶେଷ କରି ଆର୍ଥିକ କାରବାର

Read more

Advertisement

ଏବେ ଏବେ