ଡିସେମ୍ବର ୧୩ ଓ ୧୪ରେ ଗାଁସାଥୀ ସଂଘ ତରଫରୁ ହେବାକୁ ଥିବା ଆନ୍ଦୋନକୁ ସାମୟିକ ପାଇଁ ସ୍ଥଗିତ ରଖାଗଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗାଁସାଥୀ (ମେଟ୍) ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ରାମମନ୍ଦିର ପ୍ରାଙ୍ଗଣରେ ଏକ ବୈଠକର ଆୟୋଜନ କରିଥିଲେ । ଉକ୍ତ
Read more


