ଜୋର୍ ଧରିଲା ଲାଲାଶାସନ ଓ ଲଛମନପଲ୍ଲୀ ବାସିନ୍ଦାଙ୍କୁ ଘରବାରି ପଟ୍ଟା ପ୍ରଦାନ ଦାବୀ: ରାଜସ୍ୱ ବିଭାଗକୁ ସ୍ମାରକପତ୍ର ପ୍ରଦାନ
ଆସିକା (ୱାଇଏନ୍ଏସ୍) : ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଲାଲାଶାସନ ଗ୍ରାମ ଓ ଲଛମନପଲ୍ଲୀ ଗ୍ରାମବାସିନ୍ଦାଙ୍କୁ ଘରବାରି ପଟ୍ଟା ପ୍ରଦାନ ଦାବୀ ଦିନକୁ ଦିନ ଜୋର୍
Read more


