ଆଚରଣ ବିଧି ଲାଗୁ ପରେ ମଧ୍ୟ ହଟୁନି ରାସ୍ତା ରୁ ପୋଷ୍ଟର

ମୋହନା, (ଅଂଶୁମାନ ପଣ୍ଡା) :-ନିର୍ବାଚନ ଅଧିକାରୀ ଙ୍କ ନିଦେଶ କରେ ଆଚରଣ ବିଧି ଲାଗୁ କରାଯାଇ ବହୁ ଦିନ ବିତିଲାଣି ଯାହା ଦ୍ୱାରା ପ୍ରତେ ଜିଲ୍ଲା ରେ ତହସିଲ ରେ ଗାଁ ଗଣ୍ଡା ରେ ଲାଗିଥିବା ସରକାର ଙ୍କ ଉର୍ଣ୍ଣତି ମୂଳକ ପ୍ରଚାର ପ୍ରସାର ବେନେର ପୋଷ୍ଟର କୁ ହଟେଇ ଦିଆ ଯାଉଛି I ଏପରିକି ଗଜପତି ଜିଲ୍ଲାରେ ମଧ୍ୟ ବିଭିନ ସ୍ଥାନ ରେ ବ୍ଲକ ପ୍ରଶାସନ ଓ ତହସିଲଦାର ଙ୍କ ଉପସ୍ଥିତ ବେନେର ପୋଷ୍ଟର ଗୁଡ଼ିକ କାଡୁଥିବା ଦେଖିବାକୁ ମିଳିଥିଲା I ମୋହନା ବ୍ଲକ ର ବିଭିନ ଛକ ବାଜର ରୁ ମଧ୍ୟ କାଡ଼ି ଦିଆଯାଇଛି I ପୋଷ୍ଟର ହେଲେ ଜାତୀୟ ରାଜପଥ ୩୨୬ ରାୟଗଡ଼ା ବ୍ରହ୍ମପୁର କୁ ସଂଜଗ କରୁଥିବା ମୁଖ୍ୟ ରାସ୍ତା ନଳାଘାଟ ଫାଣ୍ଡି ନିକଟରେ ଥିବା ବନବିଭାଗ କାର୍ଯ୍ୟାଳୟ ନିକଟରେ ଲାଗିଛି I ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ କାର୍ଡ ପ୍ରଚାର ପଷ୍ଟେର ଯାହାକୁ କି ପ୍ରଶାସନ କାଡ଼ିବାରେ ଆବେହେଳା କରିଛନ୍ତି I ବର୍ତ୍ତମାନ ପାର୍ଥି ମାନେ ନିଜର ନାମାଙ୍କନ ପତ୍ର ଦାଖଲ କରି ଚିହ୍ନ ପାଇ ସାରିଲେଣି କିନ୍ତୁ ଉକ୍ତ ସ୍ଥାନ ରୁ ପୋଷ୍ଟର ବାହାରିବାର ନା ଧରୁନି ଯାହାକୁ ନେଇ ବିରୋଧୀ ଦଳ ରେ ଅସନ୍ତୋଷ ଦେଖାଦେଇଛି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ