ଋଷିଙ୍କ ବରଯାତ୍ରୀରେ ଏମିତି ଯାଇଥିଲେ ଅମିତାଭ

ଅମିତାଭ ବଚ୍ଚନ ଋଷି କାପୁରଙ୍କ ସହ ଏକ ବିରଳ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅମିତାଭ ନିଜର ବ୍ୟାଣ୍ଡେଜ ହାତରେ ଋଷିଙ୍କ ବାହାଘରରେ ଯାଇଥିବା ଦେଖିବାକୁ ମିଳୁଛି । ଚେନ୍ନାଇରେ ‘ମହାନ’ ଚଳଚ୍ଚିତ୍ରର ଏକ ସୁଟିଂ ସେଟରେ ସେ ଆହତ ହେବା ପରେ ସେ ମେଡିକାଲ ଯାଇ ଚିକିତ୍ସିତ ହୋଇଥିଲେ ଏବଂ ତୁରନ୍ତ ଋଷିଙ୍କ ବାହାଘର ବରଯାତ୍ରୀରେ ଏପରି ଅବସ୍ଥାରେ ସାମିଲ ହୋଇଥିଲେ । ଋଷିଙ୍କ ମୃତୁ୍ୟର ଗୋଟେ ଦିନ ପୂର୍ବରୁ ଅମିତାଭ ଏହି ଫଟୋଟି ସେୟାର କରିଛନ୍ତି । ଏଥିସହ ସେ ନିଜର ଏହି ଭାଙ୍ଗି ଯାଇଥିବା ହାତକୁ ଘୋଡେ଼ଇବା ପାଇଁ ଚଳଚ୍ଚିତ୍ରରେ କିଭଳି ପ୍ରୟାସ କରାଯାଇଥିଲା । ଏ ସମ୍ପର୍କରେ ସେ ନିଜ ବ୍ଲଗରେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ