କଳାହାଣ୍ଡିରେ ଭାରତ ବନ୍ଦର ପ୍ରଭାବ

କଳାହାଣ୍ଡି,(ୱାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ଓ ଏକ ଛାତ୍ରାବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି | ଏହି ବନ୍ଦ କୁ ରାଜ୍ୟ କଂଗ୍ରେସ ଦଳ ମଧ୍ୟ ସମର୍ଥନ ଜଣାଇଛି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିଭିନ୍ନ ଶ୍ରମିକ ସଙ୍ଘଠନ ପକ୍ଷରୁ ବନ୍ଦ କରାଯାଇଛି | ଭବାନୀପାଟଣା ଠାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି | ଶ୍ରମିକ ସଂଗଠନ ପକ୍ଷରୁ ଗାଡି ମୋଟର ଦୋକାନ ବଜାର ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି ଓ କେନ୍ଦ୍ର ସରକାରଙ୍କ ବିରୋଧ ରେ ନାରାବାଜି କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ