ଖବର ପ୍ରସାରଣ ପରେ ତାଲା ପକାଇଲା ପ୍ରଶାସନ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ପଣ୍ଡା ଛକ ନିକଟରେ ଥିବା ବିଶ୍ଵସ କ୍ଲିନିକୀ ରେ ଚାଲିଥିଲା ରୋଗୀ ଦେଖା ପ୍ରଶାସନ କହିବା ପରେ ମଧ୍ୟ୍ୟ ମନମୁଖ୍ୟ ଭାବେ ଚାଲିଥିଲା ଯୁଗାବ୍ଦ ନ୍ୟୁଜରେ ଖବର ପ୍ରକାସିତ ହେବା ପରେ ଜିଲ୍ଲା ପ୍ରଶାସନ ଖବର ଦେଖିବାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ତଦନ୍ତ ପାଇଁ ନିର୍ଦେଶ ଦେଈଥିଲେ । ତଦନ୍ତ ଦେଖି ଆଜି ତହସିଲଦାର କଲ୍ୟାଣୀ ସଂଘ ମିତ୍ରା ଦେବୀ ଥାନା କର୍ମଚାରୀ ଉପସ୍ଥିତ ରେ ତାଲା ପକାଇଲେ


