ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଖୁରିଗାଁ ଗ୍ରାମରେ ଖୁରିଗାଁ ବିଶ୍ୱକର୍ମା ସମାଜ ପକ୍ଷରୁ ବିଶ୍ୱକର୍ମା ପୂଜା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଆଲୋକ ଶଯ୍ୟା ସହିତ ସୁନ୍ଦର ତୋରଣ ରେ ସାଜଶଯ୍ୟା କରାଯାଇଛି । ଏହି ଅଵସର ରେ ଖୁରିଗାଁ ଓ ଆଖ ପାଖ ଅଞ୍ଚଳ ର ଜନ ସାଧାରଣ ମାନେ ଯୋଗ ଦେଇ ଆଳତି ଦର୍ଶନ କରିଥିଲେ ।