ଚାରିଜଣ ଯୁବକ ମିଶି ଘଟାଇଛନ୍ତି ଅଭାବନୀୟ କାଣ୍ଡ
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଚାରିଜଣ ଯୁବକ ମିଶି ଘଟାଇଛନ୍ତି ଅଭାବନୀୟ କାଣ୍ଡ।ସମଲିଙ୍ଗ ଦୁଷ୍କର୍ମ ଅଭିଯୋଗ।ଏକ ଛେଳି ଜଗୁଆଳି ୧୮ ବର୍ଷର ଯୁବକକୁ ଜୋର ଜବରଦସ୍ତି କରିଛନ୍ତି ଶାରୀରିକ ସମ୍ପର୍କ।ଯୁବକ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି। ପୀଡିତ ଯୁବକଙ୍କ ବାପା ଥାନାର ଦ୍ଵାରସ୍ଥ।ପୋଲିସ ର ତଦନ୍ତ ଜାରି


