ଟ୍ରେନ୍ରେ କଟି ଅଚିହ୍ନା ଯୁବକଙ୍କ ମୃତ୍ୟୁ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି କ୍ରେଚ୍ ହଟିଂ ନିକଟସ୍ଥ ଟ୍ରେନ୍ ଲାଇନ୍ ରେ କଟି ଜଣେ ଅଚିହ୍ନା ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରନେବାରୁ ଜଣାପଡିଛି ଯେ, ଶନିବାର ସକାଳ ସମୟରେ କ୍ରେଚ୍ ହଟିଂ ତଥା ଆପାହାତୁ ରେଳ ସାଇଡିଂ ନିକଟସ୍ଥ ଟ୍ରେନ୍ ଲାଇନ୍ ରେ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ବାମେବାରୀ ପୋଲିସ ଘଟଣାସ୍ଥଳକୁ ଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ରେଳବାଇ ପୋଲିସ ଖବର ହେଲା ବେଳକୁ ଘଟଣାସ୍ଥଳରେ ପହନଚି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ