ତନୁଜ। ଶତପଥୀ ଗଜପତି ଜିଲ୍ଲ। ପ।ଇଁ ପ।ଇଲେ ମହିଳ। ସଭ।ନେତ୍ରୀ ଭ।ବେ ନିଯୁକ୍ତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲ।ର ଅଗ୍ରଣୀ ପ୍ରଗତି ମହିଳ। ସଙ୍ଗଠନର ସମ୍ପ।ଦିକ । ତନୁଜ। ଶତପଥୀ ଆନ୍ତର୍ଜ।ତୀୟ ମ।ନବ।ଧିକ।ର ରକ୍ଷକର ଜିଲ୍ଲ। ମହିଳ। ସଭ।ନେତ୍ରୀ ଭ।ବେ ନିଯୁକ୍ତି ପ।ଇଥିବ। ଜଣ।ପଡିଛି । ଶ୍ରୀମତୀ ଶତପଥୀଙ୍କୁ ଏହିନିଯୁକ୍ତି ମିଳିଥିବ।ରୁ ଗଜପତି ଜିଲ୍ଲ।ର ବିଭିନ୍ନ ମହଲରୁ ଶୁଭେଚ୍ଛ।ର ସୁଅ ଛୁଟିଛି । ଓଡ଼ିଶ। ସ।ହିତ୍ୟ ଏକ।ଡେମୀର ସଦସ୍ୟ ବିଚିତ୍ର।ନନ୍ଦ ବେବର୍ତ୍ତ।, ଗଜପତି ଜିଲ୍ଲ। ସ।ମ୍ବ।ଦିକ ସଂଘର ସଭ।ପତି ଗରୁଡ଼ ଧ୍ଵଜ ଚୌଧୁରୀ, ସମ୍ପ।ଦକ ତ।ରିଣୀ ପ୍ରସ।ଦ ପଣ୍ଡ।, ବରିଷ୍ଠ ସ।ମ୍ବ।ଦିକ ଗଣେଶ ର।ଜୁ, ରଶ୍ମିରଞ୍ଜନ ମିଶ୍ର, ଶିଶିର ଗୌଡ଼, କୃଷ୍ଣ କୁମ।ର ବେହେର।, ବୀରକିଶୋର ପଟ୍ଟନ।ୟକ ସମେତ ବିଭିନ୍ନ ସଂଗଠନପକ୍ଷରୁ ଅଭିନନ୍ଦନ ଜଣ।ଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ