ଦଳୀୟ ପ୍ର।ର୍ଥୀଙ୍କ ପ।ଇଁ ଭୋଟ ପ୍ରଚ।ର କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) :-ବିଜେପିର ର।ଷ୍ଟ୍ରୀୟ ସ।ଧ।ରଣ ସମ୍ପ।ଦିକ । ତଥ। ର।ଜ୍ୟ ପ୍ରଭ।ରୀ ଡ଼ଃ ଡି. ପୁରନ୍ଦେଶ୍ଵରୀ ଦୁଇ ଦିନିଆ ଗଜପତି ଜିଲ୍ଲ। ଗ୍ରସ୍ତରେ ଆସି ଆଗ।ମୀ ତ୍ରିସ୍ତରୀୟ ପଞ୍ଚ।ୟତ ନିର୍ବ।ଚନ ଅବସରରେ ଗଜପତି ଜିଲ୍ଲ।ର ବିଭିନ୍ନ ଜିଲ୍ଲ। ପରିଷଦ ଜୋନରେ ଦଳୀୟ ପ୍ର।ର୍ଥୀଙ୍କ ପ।ଇଁ ନିର୍ବ।ଚନୀ ଭୋଟ ପ୍ରଚ।ର କରିଛନ୍ତି । ଗଜପତି ଜିଲ୍ଲ।ର ବ୍ଲକ ଯଥ। :- କ।ଶୀନଗର , ଗୋସ।ଣି, ର।ୟଗଡ , ର।: ଉଦୟଗିରି ଓ ମୋହନ। ବ୍ଲକ ଅଞ୍ଚଳର ଜିଲ୍ଲ। ପରିଷଦ ଜୋନ ପ।ଇଁ ବିଜେପି ଦଳୀୟ ପ୍ର।ର୍ଥୀ ନିମନ୍ତେ ଭୋଟ ପ୍ରଚ।ର କରିଥିଲେ । ର।ଜ୍ୟ ପ୍ରଭ।ରୀ ଡି: ପୁରନ୍ଦେଶ୍ଵରୀ ବିଭିନ୍ନ ନିର୍ବ।ଚନୀ ପ୍ରଚ।ର ସଭ।ରେ ଯୋଗଦେଇ ପ୍ରଚ।ର ଆରମ୍ଭ କରିଛନ୍ତି । ସେ ର।ଜ୍ୟ ସରକ।ରଙ୍କୁ ବିଭିନ୍ନ କ୍ଷେତ୍ରରେ ଟ।ର୍ଗେଟ କରିଥିଲେ । କେନ୍ଦ୍ରୀୟ ଯୋଜନ।କୁ ଅପହରଣ କରି ର।ଜ୍ୟ ସରକ।ର ନିଜ ନ।ମରେ ଯୋଜନ। କରି ଲୋକଙ୍କୁ ଭୁଆଁ ବୁଲ।ଉଛନ୍ତି । କେନ୍ଦ୍ରୀୟ ଯୋଜନ। ସସବୁକୁ ଠିକ୍ ଭ।ବରେ କ।ର୍ୟ୍ୟକ।ରୀ ନ କରିବ । ଫଳରେ ଏବେବି ର।ଜ୍ୟର ବିକ।ଶ ସମ୍ଭବ ହୋଇ ପ।ରିନ।ହିଁ । ନବୀନ ପଟ୍ଟନ।ୟକଙ୍କ ଦୀର୍ଘ ୨୨ ବର୍ଷ ଶ।ସନ କ।ଳରେ ସବୁଠ।ରୁ ବେଶୀ ଅସୁରକ୍ଷିତ ହେଉଛନ୍ତି ମହିଳ। ଓ ଶିଶୁ । ଅନ୍ୟପଟେ ଗ।କୁ କ।ମ ଏବଂ ମ। କୁ ସମ୍ମ।ନ ଏଠ।ରେ ଉପହ।ସ ସଦୃଶ ହୋଇଛି । ଆଗରରୁ ର।ଜ୍ୟରେ ଅନେକ ଉଦ।ହରଣ ରହିଥିବ। ବେଳେ ଗତ କିଛି ମ।ସ ତଳେ ମମିତ। ମେହେର ହତ୍ୟ। ଘଟଣ। ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଥିଲ। । ସେହିପରି ନୟ।ଗଡ ପରୀ ହତ୍ୟ।କ।ଣ୍ଡ ଘଟଣ। ମଧ୍ୟ ଶିଶୁ କେତେ ଅସୁରକ୍ଷିତ ତ।ହ।କୁ ସ୍ପଷ୍ଟ କରଛି । ଏଣୁ ବର୍ତ୍ତମ।ନ ପରିବର୍ତ୍ତନର ସମୟ ଆସିଛି ବୋଲି ପୁରେନ୍ଦେଶ୍ଵରୀ କହିଛନ୍ତି । ର।ଜ୍ୟ ସରକ।ରଙ୍କ ମନମ।ନି ପ୍ରତିବ।ଦରେ ବିଜେପିର ପ୍ରତିଦ୍ୱନ୍ଦିତ। କରୁଥିବ। ଦଳୀୟ ପ୍ର।ର୍ଥୀ ମ।ନଙ୍କୁ ବିପୁଳ ସଂଖ୍ୟ।ରେ ଭୋଟ ଦେବ। ପ।ଇଁ ଡି ପୁରନ୍ଦେଶ୍ଵରୀ ନିବେଦନ କରିଛନ୍ତି ଭୋଟର ମ।ନଙ୍କୁ । ଏହି ପ୍ରଚ।ର କ।ର୍ୟ୍ୟକ୍ରମରେ ଅନ୍ୟମ।ନଙ୍କ ମଧ୍ୟରେ ର।ଜ୍ୟ ବିଜେପିର ସ।ଧ।ରଣ ସମ୍ପ।ଦକ ଭୃଗୁ ବକ୍ସିପ।ତ୍ର , ପ।ରଲ।ଖେମୁଣ୍ଡି ବିଧ।ୟକ ତଥ। ଜିଲ୍ଲ। ବିଜେପି ସଭ।ପତି କେ. ନ।ର।ୟଣ ର।ଓ, ପୂର୍ବତନ ଜିଲ୍ଲ। ବିଜେପି ସଭ।ପତି ତ୍ରିପତି ନ।ୟକ ଓ ଜିଲ୍ଲ। ପ୍ରଭ।ରୀ ସରୋଜ ସ।ବତ ପ୍ରମୁଖ ଉପସ୍ଥିତରହି ଦଳୀୟ ପ୍ର।ର୍ଥୀଙ୍କ ସପକ୍ଷରେ ଭୋଟ ଦେବ।କୁ ପ୍ରଚ।ର ନିବେଦନ କରିଥିଲେ ଉପସ୍ଥିତ ଭୋଟର ମ।ନଙ୍କୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ