ପୋଲିସ ମହା ନିର୍ଦେଶକ ଆଜି କଳାହାଣ୍ଡି ଦିନିକିଆ ଗସ୍ତ

କଳାହାଣ୍ଡି:ମହାମାରୀ କରୋନା ଏବେ ସାରା ବିଶ୍ୱରେ ତାର କାୟା ବିସ୍ତାର କରି ସାରିଛି ।ଏହାକୁ ନେଇ ସାରା ଦେଶରେ ଲକଡାଉନ ସ୍ଥିତିରେ ରହିଛି। ଲକଡାଉନ ସ୍ଥିତି କିଭଳି ରହିଛି ଏହା ସମୀକ୍ଷା କରିବା ପାଇଁ ପୋଲିସ ମହା ନିର୍ଦେଶକ ଅଭୟ ଆଜି କଳାହାଣ୍ଡି ଦିନିକିଆ ଗସ୍ତରେ ଆସି ଭବାନୀପାଟଣା ରିଜର୍ଵ ପଡ଼ିଆରେ ପହଂଚିବା ପରେ କୋଭିଡ19 ପାଇଁ କଳାହାଣ୍ଡିରେ ଲକ ଡାଉନ ଓ ଆଇନ ଶୃଙ୍ଖଳା ସ୍ଥିତି କିଭଳି ରହିଛି ସେ ବିଷୟରେ ସମୀକ୍ଷା କରିବା ସହ ଭବାନୀପାଟଣା ସଦର ଥାନା ଓ ଟାଉନ ଥାନା ମଧ୍ୟ ଗସ୍ତକରି ଅନୁଧ୍ୟାନ କରିଥିଲେ ବୈଠକରେ ଦକ୍ଷିଣ ପଶ୍ଚିମଞ୍ଚଳ IG କୋରାପୁଟ ସଫିନ ଅହମଦ , ADG ସୋମ୍ୟ ରଞ୍ଜନ ପ୍ରିୟଦର୍ଶ ,କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବତୁଲା ଗଙ୍ଗାଧର ତଥା ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ