ବାଇକ୍ ଦୁର୍ଘଟଣା ରେ ଲିଲିଗଡ ପଂଚାୟତ ଜି ଆର ଏସ ଙ୍କ ମୃତ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ନାରୀଙ୍ଗୀ ଗ୍ରାମ ରାସ୍ତା ରେ ବାଇକ୍ ଦୁର୍ଘଟଣା ଗସ୍ତ ରେ ଲିଲିଗଡ ଗ୍ରାମ ପଂଚାୟତ ର କର୍ଯ୍ୟଗତ ଜି ଆର ଏସ ସୁଶାନ୍ତ ନାୟକ ଙ୍କ ମୃତ ଘଟିଛି I ଘଟଣା ରୁ ପ୍ରକାଶ ସୁଶାନ୍ତ ନିଜ କାମ ସାରି ଘରକୁ ଖାଇବା ପାଇଁ ଯିବା ବେଳେ ଗ୍ରାମ ରାସ୍ତା ରେ ବାଇକ୍ ଦୁର୍ଘଟଣା ଗସ୍ତ ହୋଇଥଲା I ଯାହାଫଳ ରେ ରାସ୍ତା କଡେ ବହୁ ସମୟ ଧରି ରକ୍ତାକ୍ତ ଅବସ୍ଥା ରେ ପଡ଼ିଥିଲେ I ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଥଲେ ସେଠୀ ଡକ୍ଟର ତାଙ୍କୁ ପ୍ରାଥମିକ ଚିକିତ୍ସ ପରେ ବ୍ରହ୍ମପୁରୁ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ I ସେଠୀ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ସେ ପ୍ରଥମେ ସାମ୍ବାଦିକ କରିଥିଲେ I  ଏବଂ ମୋହନା ସାମ୍ବାଦିକ ସଂଘର ର ଜଣେ ଭଲ କାର୍ଯ୍ୟକର୍ତ୍ତା ଥିଲେ ପରେ ଜି ଆର ଏସ ପାଇ ଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ