ଗଞ୍ଜାମ ରାଜ୍ୟ ବାଇକ ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ 20/08/2023 YWPSENU3 0 Comments ବାଇକ ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ ଗଞ୍ଜାମ, (ବିନୋଦ ପଲାଇ):ଜାତୀୟ ରାଜପଥ (୧୬) ପାର ହେଉଥିବା ବେଳେ ଏକ ବାଇକ ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁଘଟିଛି। ଏହି ଭଳି ଘଟଣା ଘଟିଛି , ଗଞ୍ଜାମ ସହର ନିକଟ ଋଷିକୂଲ୍ୟା ବ୍ରିଜ ନିକଟରେ। ଖବର ପାଇ ବନ ବିଭାଗ ଅଧିକାରୀ ମାନେ ପହଞ୍ଚି ମୃତ୍ୟୁ ମୃଗକୁ ନେଇଯାଇଥିଲେ। Spread the love