ଭିିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଜଣେ ୬୨ବର୍ଷ ଭିନ୍ନକ୍ଷମଙ୍କୁ ଆଜି ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ରହଣିଆ ଗ୍ରାମର ଜଗବନ୍ଧୁ ପରିଡା ଜଣେ ଶାରିରୀକ ଭିନ୍ନକ୍ଷମ ହୋଇଥିବାବେଳେ ସାଧାରଣ ଯାତାୟତ ପାଇଁ ଅନେକ କଷ୍ଟ ଭୋଗୁଥିଲେ । ଆଜି ବ୍ଲକ ପରିସରରେ ସାମାଜିକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରବିନାରାୟଣ ପାତ୍ର ଭିନ୍ନକ୍ଷମଙ୍କୁ ଡାକି ଟ୍ରାଇସାଇକେଲ ପ୍ରଦାନ କରିଛନ୍ତି । ଏଥିରେ ବିଡିଓ ବିଜୟ କୁମାର ସାହୁ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ସାମାଜିକ ସୁରକ୍ଷା ବିଭାଗ ସଂଯୋଜକ ସୁଧାଂଶୁ ପାଢୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ