ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ଗ୍ରାମ ପାଖ ଜାତୀୟ ରାଜପଥ ୪୯ ନମ୍ବର ରେ କୁଳିଅଣାଊ ବ୍ଳକ ଅନ୍ତର୍ଗତ ଶାମାଖୁଣ୍ଟା ଗ୍ରାମର ଶିବ ବିନ୍ଧାଣି ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ତାଙ୍କ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।