ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସୋମବାର ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାରଣା, ବିକ୍ଷୋଭ, ପଦଯାତ୍ରା କରାଯାଇଥିଲା ଥିଲା। ଏହି ପରିପ୍ରେକ୍ଷୀରେ ଅଖୂଳ ଭାରତ କିଶାନ ମଜଦୂର ସଭା କାଶୀନଗର ବ୍ଲକ୍ କମିଟି ପକ୍ଷରୁ ଉକ୍ତ ଆନ୍ଦୋଳନ ଡାକରାକୁ ସମର୍ଥନ କରି କାଶୀନଗର ଷ୍ଟେଟ ବ୍ୟାଙ୍କୁ ଛକ ନିକଟରେ ଦୁଇ ଘ ଘଣ୍ଟା ସମୟ ଧରି ଧାରଣା ଦିଆଯାଇ ପାଇଥିଲା । କୃଷକ ଓ ଶ୍ରମିକଙ୍କ ପ୍ରତି କେନ୍ଦ୍ର ସରକ ନୀତି ଏବଂ ସବୁ ଫସଲର ସହ ସହାୟକ ମୂଲ୍ୟ ଦେବା ଭଳି ବିଭିନ୍ନ ଦାବି ଦାବି ନେଇ ସେ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ରକାରଙ୍କ ବିରୋଧୀ ଅତ୍କଳ ଭାରତ ବିଶାନ ମବଦର ସଭା AIKMS କାଶୀନଗର ବ୍ଲକ କମିଟି ଉକ୍ତ ଆନ୍ଦୋଳନରେ ଅଖୂଳ ଭାରତ କିଶାନ ମଜଦୂର ସଭା ଜିଲ୍ଲା ସମ୍ପାଦକ କେଦାର ଶବର, କାର୍ଷିକ ଶବର, ସୁମ୍ବାରା ଶବର ଓ ରୋକମ୍ ଲୋକୁନଥାମ ସାମିଲ ହୋଇଥିଲେ। ଏଥିରେ ବହୁ କୃଷକ ଯୋଗଦେଇ ଧାରଣା ଦେଇଥିଲେ।


