ସହିଦ୍ ଭଗତ୍ ସିଂ ଡିଗ୍ରୀ କଲେଜ୍ ରେ କୃତି ଛାତ୍ରଛାତ୍ରୀ

ଗଂଜାମ, (ବିନୋଦ ପଲାଇ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ +୩ ସ୍ନାତକ ଶେଷ ବର୍ଷ ପରୀକ୍ଷା ରେ ସହିଦ୍ ଭଗତ୍ ସିଂ ଡିଗ୍ରୀ କଲେଜ୍ ର ଇତିହାସ ବିଭାଗ ର ଛାତ୍ର କ.ଧିରେନ୍ ରେଡି ଏବଂ ଓଡ଼ିଆ ବିଭାଗ ର ଛାତ୍ରୀ ସ୍ଵପ୍ନା ବେହେରା ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନ ହାସଲ କରି ଏହି କଲେଜ୍ ଓ ସମଗ୍ର ଅଂଚଳ ପାଈଁ ଗୌରବ ଅର୍ଜନ କରିଛନ୍ତି।ବିଶ୍ୱବିଦ୍ୟାଳୟ ସ୍ତର ରେ ଇତିହାସ ସମ୍ମାନ ରେ ସର୍ବୋଚ୍ଚ ୧୨୪୭ ନମ୍ବର ରଖିଛନ୍ତି।ଏବଂ ଓଡ଼ିଆ ସମ୍ମାନରେ ସର୍ବୋଚ୍ଚ୧୧୯୭ ନମ୍ବର ରଖିଛନ୍ତି।ଏହି ସଫଳତା ର ଶ୍ରେୟ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ , ଓଡ଼ିଆ ବିଭାଗ ଅଧ୍ୟାପିକା ଡ଼ଃ ଜୟନ୍ତୀ ବେହେରା, ଅଧ୍ୟାପିକା N. ପଦ୍ମାବତୀ, ଅଧ୍ୟାପକ ଆନନ୍ଦ ଗୌଡ଼, ଅଧ୍ୟାପକ ଲିଙ୍ଗରାଜ ସାହୁ, ଅଧ୍ୟାପକ ବସନ୍ତ କୁମାର ଗୌଡ଼, ଅଧ୍ୟାପକ ଡ଼ଃ ଦେବୀପ୍ରସାଦ ପଟ୍ଟନାୟକ , ଅଧ୍ୟାପକ ଆଖଣ୍ଡଳମଣି ବେହେରା ସମେତ ଅନ୍ୟ ମାନଙ୍କୁ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ