୨୦୨୦-୨୧ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକର ୨୦୨୦-୨୧ ଶିକ୍ଷାବର୍ଷ ରେ ଅନୁଷ୍ଠିତ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷ ଫଳ ବୁଗୁଡା ବ୍ଲକ ବିଇଓ ପ୍ରଶନ କୁମାର ବେହେରା ଲିଖିତ ଭାବେ ପ୍ରକାଶ କରିଛନ୍ତି। ପଞ୍ଚମ ଶ୍ରେଣୀ ମେରିଟ ସ୍କଲାରସିପ ପରୀକ୍ଷାରେ ବୁଗୁଡା ବ୍ଲକରେ ନିମ୍ନ ଲିଖିତ ପ୍ରକାରେ ସାତଜଣ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୧.ଶ୍ରୀମନ ମାତୃଦତ୍ତ ପ୍ରଧାନ, ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି। ୨. କେଶାବାନନ୍ଦ ସ୍ୱାଇଁ, ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଳମ୍ବ। ୩. ପ୍ରିୟ ଦର୍ଶନୀ ଗୌଡ଼, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କରଚୁଲି। ୪. ଚିନ୍ମୟୀ ହୋତା, ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଳମ୍ବ। ୫. ରାଜଲକ୍ଷ୍ମୀ ଗୌଡ଼, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ବୁଗୁଡା। ୬. ସାଇ ପ୍ରିୟଙ୍କା ପଣ୍ଡା, ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମାଣିତରା। ୭.ଶାନ୍ତନୁ କୁମାର ଖାଡଙ୍ଗା, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଦଶୀପୁର। ସେହିପରି ପଞ୍ଚମ ଶ୍ରେଣୀ ମେରିଟ କମ ପ୍ରପର୍ଟି ବୃତ୍ତି ପରୀକ୍ଷାରେ ୧. ଲିପ୍ସା ପ୍ରଧାନ, ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି। ୨. ନିବେଦିତା ବେହେରା, ସରକାରୀ ପ୍ରାଥମିକ ବିଦ୍ୟାଳୟ, ସୋରଡ଼। ୩. ଆଦିତ୍ୟ ସ୍ୱର, ସରକାରୀ ପ୍ରାଥମିକ ବିଦ୍ୟାଳୟ, ରାମଗଡ଼। ୪. ଶୁଭଶ୍ରୀ ଜେନା, ସରକାରୀ ପ୍ରାଥମିକ ବିଦ୍ୟାଳୟ, ପୋଚାଲୁଣ୍ଡି । ୫. ଆଦିତ୍ୟ ମହାପାତ୍ର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିରଞ୍ଚିପୁର । ୬. ଅର୍ଚ୍ଚିତା ବେହେରା, ସରସ୍ୱତୀ ଶିଶୁ ମନ୍ଦିର, କରଚୁଲି। ୭. ଇପ୍ସିତା ଦାସ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ରାମଗଡ଼ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ