୨୦୨୦-୨୧ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକର ୨୦୨୦-୨୧ ଶିକ୍ଷାବର୍ଷ ରେ ଅନୁଷ୍ଠିତ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷ ଫଳ ବୁଗୁଡା ବ୍ଲକ ବିଇଓ ପ୍ରଶନ କୁମାର ବେହେରା ଲିଖିତ ଭାବେ ପ୍ରକାଶ କରିଛନ୍ତି । ତୃତୀୟ ଶ୍ରେଣୀ ମେରିଟ ସ୍କଲାରସିପ ପରୀକ୍ଷାରେ ବୁଗୁଡା ବ୍ଲକରେ ନିମ୍ନ ଲିଖିତ ପ୍ରକାରେ ସାତଜଣ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧. ଆୟୁଷରାଜ ପ୍ରଧାନ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବୁଗୁଡା । ୨. ଅଭିଲିପ୍ସା ଜେନା, ବନ୍ଧସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ମାଣିତରା। ୩. ଶ୍ରୀୟଙ୍କା ପ୍ରଧାନ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କରଚୁଲି। ୪. ଶ୍ରୀୟାଂଶ ପଟ୍ଟନାୟକ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା। ୫. ସ୍ନେହାଁସୁ ଗୌଡ଼, ନିୟୁ ଏରା ପବ୍ଲିକ ସ୍କୁଲ, ବୁଗୁଡା। ୬. ଓଁ ପ୍ରକାଶ ବେହେରା, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାନସୁକା। ୭.ରୁଦ୍ର ନାରାୟଣ ପଣ୍ଡା, ନିୟୁ ଏରା ପବ୍ଲିକ ସ୍କୁଲ, ବୁଗୁଡା । ସେହିପରି ତୃତୀୟ ଶ୍ରେଣୀ ମେରିଟ କମ ପ୍ରପର୍ଟି ବୃତ୍ତି ପରୀକ୍ଷାରେ ୧. ବର୍ଷା ପ୍ରିୟଦର୍ଶନୀ ବେହେରା, ମା ସରସ୍ଵତୀ ବିଦ୍ୟା ମନ୍ଦିର, କଳମ୍ବ। ୨.ଆୟୁଷ୍ମାନ ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ସୋରଡ଼। ୩. ଅଭୟ ରଣା, ସରସ୍ୱତୀ ଶିଶୁ ମନ୍ଦିର, କରଚୁଲି । ୪. ଜ୍ୟୋତିରାଣୀ ପାଗଡା, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ତାକରଡା । ୫. ଓଁ ସ୍ବାଇଁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହୁଲପଲ୍ଲୀ । ୬. ଦିପ୍ତୀ ଗୌଡ଼, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ତାକରଡା। ୭. ମାନସୀ ସାହୁ, ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବାଲିପଦର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ