୨୫୦କିଲୋ ଗଂଜେଇ ଜବତ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଏସ.ପି ଜୟରାମ ଶତପଥୀ ଙ୍କ ନିଦ୍ଧେଶ କ୍ରମେ ଅଡ଼ବା ଥାନା ଅଧିକାରୀ ଙ୍କ ତ୍ୱତାବଦନ ରେ ଏସଆଇ ଲକ୍ଷ୍ମୀଣ ବେଶରା ଓ ତାଙ୍କ ଟିମ ବିରିକୋଟ ନଳାଘାଟ ବାଲିବନ୍ଧ ଅଞ୍ଚଳ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଲିବନ୍ଧ ଗ୍ରାମ ରୁ ଏକ ଲେଟିନୀ ପଛପଟେ୧୦ଟି ପ୍ଲାଷ୍ଟିକ ଅଖା ଦେଖି ଯାଞ୍ଚ କରିଥିଲେ ଗଂଜେଇ ଥିବା ପାଈ ଅତିରିକ୍ତ ମାଜିଷ୍ଟ୍ରେଟ ଭାବେ ତହସିଲଦାର କିଶୋର ଦାଶ ଙ୍କ ଉପସ୍ଥିତ ରେ ଓଜନ କରିବାରୁ ତାହା୨୫୦କିଲୋ ୮ସହ ଗ୍ରାମ ହୋଇଥିଲା ଏଥିରେ ସମ୍ପୃକ୍ତ ଥିବା ଵ୍ୟକ୍ତିଙ୍କ ପରିଚୟ ମେଳିନଥିବା ବେଳେ ଥାନା ଅଧିକାରୀ ଆନନ୍ଦ ପାତ୍ର କହିଛନ୍ତି ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି I


