ମହିଳା ନିର୍ଯ୍ୟାତନା ଅଭିଯୋଗରେ ୪ ଗିରଫ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ କ୍ରମେ ୪ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ମହିଳା ଜଣକ ଜ୍ୟୋତି ରାଥଡ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁର ଅଞ୍ଚଳର ହୋଇଥିବା ବେଳେ ସେ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଆମ୍ବାଝରୀ ଗ୍ରାମରେ ବିବାହ କରିଛନ୍ତି । ତାଙ୍କ ଶଶୁର ଘର ତାଙ୍କୁ ନିର୍ଯ୍ୟାତନା ଦେଉଥିବାର ବାରମ୍ବାର ଅଭିଯୋଗ ହୋଇଥିଲା । ଏଥିରେ ପୋଲିସ ତଦନ୍ତ କରି ୪ଜଣଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ କଟନ ଲିମ୍ମା, ମାଗତା ଲିମ୍ମା, ଦେବେନ୍ଦ୍ର ପାଣି, ରବୀନାରାୟଣ ଗୁରୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ