ବିରଳ କଇଁଚ୍ଛ ଉଦ୍ଧାର

ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଦେଉଳିସ୍ଥ ଜମ୍ଭିରା ନଦୀବନ୍ଧରେ ସୋମବାର ସକାଳେ କିଛି ମିଛ ଧରାଳୀ ଜାଲ ପକାଇ ମାଛ ଧରୁଥିଲେ । ଜାଲ ଭିତରେ ଏକ ବିରଳ ବିଶାଳ କଇଁଛ ଧରା ପଡ଼ିଥିଲା ଯାହାର ଓଜନ ୩୦କେଜିରୁ ଅଧିକ ହେବ । ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ ।କଇଁଛକୁ ପ୍ରାଥମିକ ଚିକିତ୍ସା ପରେ ତାକୁ ପୁଣି ସେହି ନଦୀବନ୍ଧରେ ଛାଡ଼ି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ