ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ କରୋନା
ମୋହନା ,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ପ୍ରେତେକ ବର୍ଷ ବିଭିନ୍ନ ମନ୍ଦିର ଓ ଘରେ ଘରେ ପାଳନ ହେଉଥିଲା ଜନ୍ମାଷ୍ଟମୀ | ଧୁମ ଧାମ ରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉଶ୍ଚବ, ନନ୍ଦଉଶବ,ପାଳନ ହେଉଥିଲା | କିନ୍ତୁ ଏ ବର୍ଷ ସବୁ ପର୍ବ କୁ ଫିକା କରିଦେଇଛି କରୋନା, ଯେମିତି ଭକ୍ତ ଭଗବାନ ଙ୍କ ମଝିରେ ଫାଟ ସୃଷ୍ଟି କରିଛି କରୋନା, ମୋହନା ବ୍ଲକ ରେ ବିଭିନ୍ନ ମନ୍ଦିର ରେ ମହିଳା ମାନେ ପାଳନକରିଥାନ୍ତି ଶ୍ରୀକୃଷ୍ଣ ଙ୍କ ଏହି ଉଶ୍ଚବ | କିନ୍ତୁ ଏ ବର୍ଷ ତାହା ଭିନ୍ନ ଦେଖି ବାକୁ ମିଳୁଛି | ପ୍ରତେକ ମନ୍ଦିର ରେ ଖାଁ ଖାଁ, ପୂଜାରୀ ନିଜେ ନୀତି କ୍ରାନ୍ତି କରୁଛନ୍ତି, ଭକ୍ତ ମାନେ ନିଜ ଘରେ ରହି ପୂଜା କରୁଛନ୍ତି | ଆଜି ଭଳି ଦିନ ରେ ଭକ୍ତ ମାନେ ନିଜେ ଘରେ ଲଡୁ ଗଜା ପିଠା କରି ମନ୍ଦିର ରେ ପୂଜା କରିଥାନ୍ତି | କିନ୍ତୁ ସେପରି ଧୁମ ଧାମ ଆଜି ଦେଖିବାକୁ ମିଳିନି | ମୋହନା ଜଗନ୍ନାଥ ମନ୍ଦିର ଶିବ ମନ୍ଦିର,ଅଡବାରାଧାକୃଷ୍ଣମନ୍ଦିର, ଚନ୍ଦ୍ରଗିରି ଜଗନ୍ନାଥ ମନ୍ଦିର, ସବୁଠି ମନ୍ଦିର ବନ୍ଦ ଭକ୍ତ ଙ୍କୁ ମନ୍ଦିର ଏପରି କି ଗୌଡ଼ ମନେ ଭି ପାଳି ପାରିବେନି | ଏକତ୍ରିତ ରେ ନନ୍ଦ ଉଶ୍ଚବସମସ୍ତଙ୍କୁ ମନା, ମନ୍ଦିର ଏପରିକି ପ୍ରତେକ ଶିଶୁ ମନ୍ଦିର ରେ ମଧ୍ୟ ବନ୍ଦ ହୋଇଛି ଜନ୍ମାଷ୍ଟମୀ |