ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଲେ ଆକାଶ

ଆଜିକାଲି କଳାକାରମାନେ ତାଙ୍କ ପ୍ରଶଂସକମାନଙ୍କ ସହ ଯୋଗାଯୋଗ କରିବାର ଏକ ମାଧ୍ୟମ ବାହାର କରିଛନ୍ତି । ସେ ବଲିଉଡ୍ କଳାକର ହୁଅନ୍ତୁ ଅବା ଓଲିଉଡ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସିନେଷ୍ଟାରମାନେ ଦର୍ଶକଙ୍କୁ ମନୋରଞ୍ଜନ କରିବାର ଚେଷ୍ଟା କରୁଛନ୍ତି । ନିକଟରେ ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିବା ବେଳେ ଏବେ ଓଲିଉଡ ଅଭିନେତା ଆକାଶ ଦାସନାୟକ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛନ୍ତି । ଯାହାର ନାଁ ରହିଛି “ଆକାଶ ଇନ୍ସ୍ପାୟାରସ୍’ । ଏହି ଚ୍ୟାନେଲ୍ ମାଧ୍ୟମରେ ଆକାଶ ନିଜ ଦୈନନ୍ଦିନ ଜୀବନର ଅନୁଭୂତି ବାଣ୍ଟିବା ସହ ବିଭିନ୍ନ ପ୍ରେରଣାଦାୟକ କାହାଣୀ ମଧ୍ୟ ଶେୟାର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ