ପଶ୍ଚିମ ଓଡିଶା କୃଷକ ସଂଗଠନ ସମ୍ମନୟ ସମିତି ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କଳାହାଣ୍ଡି,(ଓ୍ବାଇଏନ୍ଏସ୍):କେନ୍ଦ୍ର ସରକାର ଙ୍କ ନୁତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଙ୍କ ଆହ୍ବାନ ପରୀପ୍ରେକ୍ଷୀରେ ଆଜି ବିଭିନ୍ନ କୃଷି ସଂଗଠନ ତଥା ରାଜନୈତିକ ଦଳର ପ୍ରତିନିଧି ଧାରଣା ସାମିଲ ହୋଇ କେନ୍ଦ୍ର ସରକାର ଙ୍କ ଏହି ବିଲ୍ କୃଷି କ୍ଷେତ୍ର ମଧ୍ୟରେ ପୁଞିପତି ଙ୍କ ଆଧିପତ୍ୟ ବିସ୍ତାର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ। ଯାହା ସମଗ୍ର ଦେଶର ଖାଉଟି ଙ୍କ ଉପରେ ପ୍ରଭାବ ପକାଇବ ବୋଲି ବକ୍ତା ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ