ସମନ୍ୱିତଶିଶୁ ବିକାଶ କାର୍ଯ୍ୟାଳୟ ଏବେ ବିପଦ ମୁଖରେ

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନଯୋଜନା ରେ ନିର୍ମାଣ ହେଉଛି କୋଟି କୋଟି ଟଙ୍କାର ବିଭିନ ସରକାରୀ କାର୍ଯ୍ୟାଳୟ କୋଠା ନିର୍ମାଣ ହେଉଛି ଶିକ୍ଷା କ୍ଷେତ୍ର ରେ ସରକାର ବହୁତ ଗୁରୁତର ଦେଉଛନ୍ତି ସେଇ ପରି ଅଙ୍ଗନ ବାଡ଼ି କୁ ମଝୁବୁତ କରିବା ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସନ୍ଦର୍ଜ୍ୟ ରେ ନିର୍ମାଣ ହେଉଛି କୋଠା ହେଲେ ଦୁଃଖ ର ବିଷୟ ମୋହନା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ୩୯ଟି ପଂଚୟତ କୁ ନେଇ ମୋହନା ବ୍ଲକ ସେଥିରେ ରହିଛି ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଯାହା କି ବହୁ ବର୍ଷ ପୁରୁଣା କୋଠା ଏହି କାର୍ଯ୍ୟାଳୟ ଉପରେ ପ୍ରତେକ ଦିନ୩୯ଟି ପଂଚୟତ ର ରହିଥିବା ଛଟ ବୋଡ଼ ଗାଁ ର ଅଙ୍ଗନ ବାଡ଼ି କର୍ମୀ ନିର୍ଭର କରୁଛନ୍ତି ଏହି କାର୍ଯ୍ୟାଳୟ ରେ ରହିଛି ଅନେକ କାଗଜପତ୍ର ବର୍ଷାଦିନେ ଛାତ ଉପରୁ ପାଣି ଗଳୁଛିଜାହାରି ଫୋଳ ରେ ଏନେକ କାଗଜ ପତ୍ର ଓଦା ହଇ ନଷ୍ଟ ହେଉଛି ଏପରିକି କାର୍ଯ୍ୟାଳୟ ରେ ବସିକାମ କରିବାକୁ ମଧ୍ୟ ହେଉନାହିଁ କୋଠା ବାହାରେ ଚାରି ପଟେ କାନ୍ତ ଫାଟି ସିମେଣ୍ଟ ଝଡ଼ିଲାଣି ତଳକୁ ଦାବିବାରେ ଲାଗିଲାଣିକୋଠା କିଏ ଜାଣେ କେବେ ଏଇ କୋଠା ଭାଙ୍ଗି ନିରହ ଲୋକର ଜୀବନ ଚାଲିଯିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି ଏହି ବିଷୟ ରେ ଶିଶୁବିକାଶଅଧିକାରୀଣି ଲଳିତାମଲିକଙ୍କୁ ପଚାରିବାରୁ ସେ କହିଛନ୍ତି କୋଠା ନିର୍ମାଣ ପାଇଁ ଟଙ୍କା ଆସିଛି କିନ୍ତୁ ବ୍ଲକ ରେ ପଡ଼ିଛି ଟଙ୍କା ଆଗରୁ ଅନେକ ଥର ଵିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଜାହାରି ଫଳରେ ଖରା ବର୍ଷା ଶୀତ ଏହିଭଙ୍ଗା କୋଠାରେ ଚାଲିଛି କାର୍ଯ୍ୟାଳୟ ଅନ୍ୟ ପଟେ ପିଲା ଅଭିବାକ ମହଲ ରେ ଦାବି ହଇଛି ତୁରନ୍ତ ଏହି କୋଠା ନିର୍ମାଣ ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ