ଲାଲୁଙ୍କୁ ଜାମିନ୍: ଚାରା ଘୋଟାଲା ମାମଲାରେ ସର୍ତ୍ତମୂଳକ ଜାମିନ୍

ରାଞ୍ଚି (‌ୱାଇଏନ୍‌ଏସ୍‌): ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କୁ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ଦୀର୍ଘଦିନ ଧରି ଏହି ମାମଲାର ଶୁଣାଣି ଚାଲୁରହିଥିଲା । ଏପ୍ରିଲରେ ଶୁଣାଣି ମଧ୍ୟ ହେବାର ଥିଲା । ତେବେ ସିବିଆଇ ଜବାବ ଦାଖଲ କରିବାକୁ ସମୟ ମାଗିଥିଲେ । ଆଜି ଏହି ମାମାଲାର ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । ତେବେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ । ସର୍ତ୍ତ ମୁତାବିକ୍ ଲାଲୁ ଦେଶ ଛାଡି ବିଦେଶ ଯାଇପାରିବେ ନାହିଁ ।ଏହାସହ ନିଜର ନାମ ଓ ଫୋନ ନମ୍ୱର ବି ବଦଳାଇପାରିବେନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ