ଗୀତା ଭବନରେ ପ୍ରବଚନ କାର୍ଯ୍ୟକ୍ରମ

(ଯୁଗାବ୍ଦ ନ୍ୟୁଜ )ପବିତ୍ର କାର୍ତ୍ତୀକ ମାସ ଉପଲକ୍ଷେ ଗୁରୁବୀର ସନ୍ଧ୍ୟାରେ ଦିବ୍ୟଜୀବନ ସଂଘ ଭକ୍ତ ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ,ହନୁମାନ ଚାଳିସା ପାଠ ପରେ ପ୍ରବକ୍ତା ଶ୍ରୀ ମାନ ପ୍ରମୋଦ ହରିଚନ୍ଦନ ଗୀତା ,ଭାଗବତ ଉପରେ ଆଧ୍ୟତ୍ତିକ ପ୍ରବଚନ ପ୍ରଦାନ କରିଥିଲେ । ହିରଣ୍ୟ କସ୍ୟପ କିପରି ନିଜର ପୁତ୍ର କୁ ସତସଙ୍ଗରୁ ନିବୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିମାଞ୍ଚଳ ତ୍ରିପାଠୀ ,ଶହଦେବ ପାତ୍ର ,ଦୁର୍ଯ୍ୟଧନ ରେଡ୍ଡି ,ଶଙ୍କର ପାଣିଗ୍ରାହୀ , ବିପ୍ରଚରଣ ମହଙ୍କୁଡ ଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ