ରାଧାକୃଷ୍ଣ ମନ୍ଦିର ନିର୍ମାଣ ଲାଗି ଭୂମୀପୂଜା

ହାଟଡିହି, (ବିକାଶ ବିଶ୍ୱାଳ ) :-ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ରାଧାକୃଷ୍ଣ ମନ୍ଦିର ନିର୍ମାଣ ଲାଗି ଭୂମୀ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ପାଢ଼ୀଙ୍କ ଦ୍ୱରା ପୂଜାର୍ଚ୍ଚନା କରାଯାଇଥିବାବେଳେ କାର୍ତ୍ତିକେଶ୍ୱର ସାହୁ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ଏଥିରେ ଚକ୍ରଧର ସାହୁ, ବସନ୍ତ କୁମାର ଆଚାର୍ଯ୍ୟ, ଆନନ୍ଦ ଚନ୍ଦ୍ର ଆୟଚ, ଅନାଦି ଚରଣ ବିଶ୍ୱାଳ, ଅନାଦି ଚରଣ ରାଉତ, ନାଣ୍ଡୁ ସ୍ୱାଇଁ, ସଞ୍ଜିବ ସ୍ୱାଇଁ, ନରହରି କୁଅଁର, ଖଗେଶ୍ୱର ବାରିକ, ଅର୍ଜୁନ ଭୂୟାଁ, ଟେରୁ ସୁବୁଦ୍ଧି, କୁନା କୁଅଁର ପ୍ରମୁଖଙ୍କ ସହିତ ବିଶ୍ୱଶାନ୍ତି ଯଜ୍ଞ କମିଟିର ସମସ୍ତ କର୍ମକତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ