ଜଡତୀରା ଗ୍ରାମ ପଞ୍ଚାୟତ ସରପଞ୍ଚ ଭାବେ ଶିବ ପ୍ରସାଦ ସାହୁ ଦାଇତ୍ଵ ଗ୍ରହଣ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡତୀରା ଗ୍ରାମପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚ ଶିବପ୍ରସାଦ ସାହୁ ପଞ୍ଚାୟତ କାର୍ଯ୍ୟାଳୟରେ ଦାଇତ୍ୱ ଗ୍ରହଣ କରିଛନ୍ତି । ସରପଞ୍ଚଙ୍କ ସହିତ ନବନିର୍ବାଚିତ ୱ।ର୍ଡ଼ ସଭ୍ୟ (୧) ସମରଜିତ ସାହୁ(୩) ତୃପ୍ତି ମୟୀ ନାଥ(୪) ପ୍ରତିମା ସାହୁ(୫) ମନୋଜ କୁମାର ମଲ୍ଲିକ (୬) ଦିପ୍ତି ରଞ୍ଜନ ସାହୁ..(୭) ସଂଯୁକ୍ତା ନାଥ(୮) ଯମୁନା ନାଥ(୯) ଅମରେନ୍ଦ୍ର ନାଥ(୧୦) ରୁକ୍ମଣୀ ମଲ୍ଲିକ(୧୧) ମାନସ କୁମାର ଲେଙ୍କା(୧୨) ଶିବ ବାରିକ ଉପସ୍ଥିତ ଥିଲେ । ନାଏବ ସରପଞ୍ଚ ଭାବେ ପ୍ରତିମା ସାହୁ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ଏଥି ସହିତ ପଞ୍ଚାୟତର ବରିଷ୍ଠ ନାଗରିକ ଦେବେନ୍ଦ୍ର ନାଥ ସ୍ଵାଇଁ , ଲାଲ ବାହାଦୁର ପଣ୍ଡା, ମନୋ ରଞ୍ଜନ ପଣ୍ଡା,ଗୁରୁବାରି ପରିଡା, ଗନ୍ଧର୍ବ ଦାସ , ବୁଲ ଚନ୍ଦ୍ର ବିଶ୍ଵାଳ, ହରେକୃଷ୍ଣ ନାଥ, ଦଇତାରି ପରିଡା, ଦୁର୍ଯ୍ୟଧନ ପଣ୍ଡା, ଗନ୍ଧର୍ବ ସାହୁ, ନୃସିଂହ ମଲ୍ଲିକ , ବୈଷ୍ଟବ ରାଉତ, ଯୁବନେତା ଶାରଦା ପ୍ରସନ୍ନ ସାହୁ, ଜଗନ୍ନାଥ ପଣ୍ଡା, ପ୍ରକାଶ ସ୍ୱାଇଁ, ସୌଭାଗ୍ୟ ରାଉତ, ରବିନ୍ଦ୍ର ସାହୁ, ଇଶ୍ଵର ନାୟକ, ନୃସିଂହ ଚରଣ ସାହୁ, ପ୍ରଶନ୍ ଜିତ ସାହୁ, ଶିବପ୍ରସାଦ ଦାସ, ଅଚୁ୍ତାନନ୍ଦ ନାଥ.ଭୀକାରି ଚରଣ, ନାୟକ, ତପନ କୁମାର ପ୍ରଧାନ, ବିକ୍ରମ କୁମାର ଲେଙ୍କା, ଅମୂଲ୍ୟ କୁମାର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


