ବାରମଣ୍ଡଳୀ ରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ବରମଣ୍ଡଳୀ ଗ୍ରାମ ରେ ସମାଜ ସେବୀ ମୋନଜ କୁମାର ବିଷୋୟୀ ଙ୍କ ଜନ୍ମଦିନ ଅବସର ରେ ବନାସଲି ଟ୍ରୁଷ୍ଟ କ୍ୟାମ୍ପ ତରଫରୁ ଚକ୍ଷୁ ପରୀକ୍ଷଣ ସେବା ଅନୁଷ୍ଟିତ ହୋଇଯାଇଛି । ଟେକିନିସିଆନ ଶ୍ରୀ ଚନ୍ଦ୍ରଶେଖର ଦାସ ଏବଂ ବରମଣ୍ଡଳି ଗ୍ରାମ ର ସ୍ଵେଛ ସେବୀ ସହଯୋଗ କରିଥିଲେ ସେଥିରେ ରେ ପ୍ରାୟ ୮୦ ରୁ ଉର୍ଦ୍ଧ ଲୋକ ଚିକିତ୍ସିତ ହୋଇଛନ୍ତି ଏବଂ ସମାଜ ସେବୀ, ଅସ୍ପିନି ବିଷୋୟୀ, ଅନିଲ ଗୌଡ଼, ଅଜିତ ବେହହେରା ଏମାନେଙ୍କ ସହଯୋଗ ରେ ଚକ୍ଷୁ ସେବା ଶିବିର ସଂପୂଣ୍ଣ ହୋଇଥିଲା ଗ୍ରାମା ଅଞ୍ଚଳ ର ଲୋକ ମାନେ କିପରି ସଚେତନତା ହେବେ ଆଗାମୀ ଦିନରେ ଗ୍ରାମର ଓ ପଞ୍ଚାୟତ ର କିପରି ଉନ୍ନତି ହେବ ସେବିଷୟ ରେ ଆଲୋଚନା ମଧ୍ୟ କରିଥିଲେ l


