ଖଣି ଅଞ୍ଚଳ ପାଇଁ ବରଦାନ ସାଜିଛି ଟିଏସ୍ଏଫ୍ ର ସୌରଚାଳିତ ପାନୀୟଜଳ ପ୍ରକଳ୍ପ
ଯୋଡ଼ା, (ସମୀର କୁମାର ଦାସ):ଖଣି ଅଞ୍ଚଳରବାସିନ୍ଦାମାନଙ୍କୁ ପୀନୟଜଳଯୋଗାଇ ଦେବାଲକ୍ଷ୍ୟରେଟାଟାଷ୍ଟିଲଲିମିଟେଡ଼ରସିଏସ୍ଆରସଂସ୍ଥାଟାଟାଷ୍ଟିଲ ଫାଉଣ୍ଡେସନ୍ପକ୍ଷରୁକେନ୍ଦୁଝରଜିଲ୍ଲାଯୋଡ଼ାବ୍ଲକ୍ଅନ୍ତର୍ଗତକମ୍ପାନୀକାର୍ଯ୍ୟକ୍ଷେତ୍ର ପାଶ୍ୱର୍ବର୍ତ୍ତୀଅଞ୍ଚଳଗୁଡ଼ିକରେସୌରଚାଳିତ ପାନୀୟଜଳ ପ୍ରକଳ୍ପସ୍ଥାପନ କରାଯାଇଛି ।ଏହି ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେବସବାସକରୁଥିବା ୧୦୯୦ ଲୋକଙ୍କୁବିଶୁଦ୍ଧ ପାନୀୟଜଳ ପ୍ରଦାନ ପାଇଁଯୋଡ଼ାବ୍ଲକ୍ର ପଳସା, ବାମେବାରୀ ଓ ପଳସା ଖ ଗ୍ରାମ ପଞ୍ଚାୟତରେଏଭଳିମୋଟ ୯ଟି ପ୍ରକଳ୍ପସ୍ଥାପନ କରାଯାଇଛି ।ଏହି ପ୍ରକଳ୍ପ ଦ୍ୱାରା ପଳସା କ, ବାମେବାରୀ, ଜରିବାହାଲ, ପଳସା ଖ ଓ ଚରକମରାଗ୍ରାମଗୁଡ଼ିକୁପାନୀୟଜଳଯୋଗାଇ ଦିଆଯାଉଛି ।ପରିଷ୍କାର ଓ ପାଇପ୍ଯୋଗେ ପାନୀୟଜଳ ପ୍ରଦାନ,ସ୍ଥାନୀୟଲୋକଙ୍କସ୍ୱାସ୍ଥ୍ୟବସ୍ଥାରେଉନ୍ନତିଆଣିବାଏବଂଜଳଜନିତରୋଗହ୍ରାସମାଧ୍ୟମରେଶିଶୁମୃତ୍ୟୁମାମଲାକୁ ବନ୍ଦ କରିବାହେଉଛିଟିଏସ୍ଏଫ୍ରଉକ୍ତ ପ୍ରକଳ୍ପରମୁଖ୍ୟଉଦ୍ଦେଶ୍ୟ ।ବେଗୁନାସାହିରସୁକାନ୍ତିମୁଣ୍ଡାଏହି ପଦକ୍ଷେପ ପାଇଁଟିଏସ୍ଏଫ୍କୁକୃତଜ୍ଞତାଜଣାଇକହିଛନ୍ତି ଯେ, “ପୂର୍ବରୁସ୍ଥାପନ ହୋଇଥିବାଜଳଯୋଗାଣବ୍ୟବସ୍ଥାକାର୍ଯ୍ୟକରୁନଥିବାବେଳେଟିଏସ୍ଏଫ୍ରହସ୍ତକ୍ଷେପ ପରେ ଆମେବିଶୁଦ୍ଧ ପାନୀୟଜଳ ପାଇପାରିଛୁ ।” ସେହିପରିବିଡିପିକ୍ୟାମ୍ପରବାସନ୍ତୀମୁଣ୍ଡାକହିଛନ୍ତି ଯେ, “ଆମ ଅଞ୍ଚଳରେ ନିୟମିତବ୍ୟବଧାନରେବିଜୁଳିକାଟଯୋଗୁଁ ଆମକୁଜଳ ପାଇବାରେସମସ୍ୟାହେଉଥିଲା ।କିନ୍ତୁଏହିବ୍ୟବସ୍ଥାଖୁବ ଭଲ ଅଛି ଓ ଆମେସବୁସମୟରେଏହିସ୍ଥାନରୁଜଳ ପାଇପାରୁଛୁ ।”ଆଗାମୀ ଦିନରେଟିଏସ୍ଏଫ୍କମ୍ପାନୀକାର୍ଯ୍ୟକ୍ଷେତ୍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରସମସ୍ତଘରେ ପାନୀୟଜଳଯୋଗାଇ ଦେବାକୁଲକ୍ଷ୍ୟରଖିଛି ।


