କୁରାଢ଼ିଘସାରେ ଜନହୀତ ଯୁବକସଂଘ, ସ୍ୱଧର୍ମ ଟ୍ରଷ୍ଟ ର ସହଯୋଗରେ ରକ୍ତଦାନ ଶିବିର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କୁରାଢ଼ିଘସା ଠାରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଆମ ଓଡିଶା, ଜନହୀତ ଯୁବକସଂଘ ବାଲେଶ୍ୱର, ସ୍ୱଧର୍ମ ଟ୍ରଷ୍ଟ ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଶିବିରରୁ ମୋଟ ୩୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ଅବସରପ୍ରାପ୍ତ ଶିକ୍ଷକ ଅଜାମିଳ ବେହେରା, ଶିବ ପ୍ରସାଦ ବେହେରା, ନାରାୟଣ ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଆମ ଓଡିଶାର ସଂଯୋଜକ ତଥା ହାଟଡିହି ବ୍ଲକ ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟ, ପାର୍ଥ ସୌରଭ ସା, ସନାତନ ବେହେରା, ଅମୁଲ୍ୟ ବିନ୍ଧାଣି, ରାଜୀବ ଲୋଚନ ମହାପାତ୍ର.ସୁଧାଶୁଂ ଦାଶ,କାଳନ୍ଦୀ ବେହେରା, ପ୍ରକାଶ ଚନ୍ଦ୍ର ନାୟକ, ସୁବାସ ନାୟକ, ଅଶୋକ ବେହେରା, ଚତୁର୍ଭୁଜ ବେହେରା, ଲୁଲୁ ମହାକୁଡ, ବାବୁଲି ସାହୁ, ଅଜିତ କୁମାର ପଣ୍ଡା, ରବିନ୍ଦ୍ର ବେହେରା, ସରୋଜ ତ୍ରୀପାଠୀ, ବ୍ରଜ କିଶୋର ତ୍ରିପାଠୀ, ସନ୍ତୋଷ ରାଉତ, ଚନ୍ଦ୍ରମଣି ପାତ୍ର, ବାପୁନୁ ପାତ୍ର, ମୁନା ପାତ୍ର. କାଳନ୍ଦି ପାତ୍ର, ଶିବପ୍ରସାଦ ବେହେରା, କିଶନ ଗୁପ୍ତା, ଆଶିଷ ବିନ୍ଧାଣି , ଜିତେନ୍ଦ୍ର ମହାନ୍ତି, ପ୍ରହଲାଦ ଦାସ, କୈଳାଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ହଦଗଡ ଡାକ୍ତରଖାନାର ଡାକ୍ତର ପ୍ରଭାତ ସିଂ, ଆନନ୍ଦପୁର ରକ୍ତଭଣ୍ଡାରର ନର୍ସ ସସ୍ମୀତା ଦେହୁରୀ, ଏଲ.ଟି. ରାମନାଥ ମହାନ୍ତି, ଅଶୋକ କୁମାର ସୁର, ମଙ୍ଗୁଳି ଚରଣ ସାହୁ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ପ୍ରାରମ୍ଭରେ ଜନହୀତ ଯୁବକସଂଘ ଓ ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଅତିଥି ଓ ଡାକ୍ତର ଏବଂ କର୍ମଚାରୀ ମାନଙ୍କୁ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ରକ୍ତଦାତା ଜୀବନଦାତା- ସୁକାନ୍ତ ମହାରଣା, ଜିତେନ୍ଦ୍ର କୁମାର ମହାନ୍ତି, ନାରାୟଣ ବେହେରା, ହେମନ୍ତ କୁମାର ବେହେରା, ଦୟାନିଧି ପରିଡା, ସରୋଜ ତ୍ରିପାଠୀ, ନରେନ୍ଦ୍ର ବେହେରା, ଗୌରାଙ୍ଗ ବେହେରା, ରାଧାଶ୍ୟାମ ମହାପାତ୍ର, କୈଳାଶ ମାଝୀ, ଜ୍ୟୋତି ପ୍ରକାଶ ଜେନା, ବସନ୍ତ କୁମାର ସେଠୀ, ଆଲୋକ ରଞ୍ଜନ ବାରିକ, ରାଜେନ୍ଦ୍ର ମହାରଣା, ରାଜକିଶୋର ଦାସ, ଅମରିଶ ବେହେରା, ସଞ୍ଜୟ ବେହେରା, ବେଣୁରାମ ବେହେରା, ଚନ୍ଦ୍ରମଣି ପାତ୍ର, ସୁବାସିନୀ ବେହେରା, ମନୋଜ କୁମାର ବେହେରା, ଭାର୍ଗବ ପାତ୍ର, ଜ୍ଞାନ ରଞ୍ଜନ ବେହେରା, କୈଳାଶ ବେହେରା, ଅମୁଲ୍ୟ ରଞ୍ଜନ ବିନ୍ଧାଣୀ, ପ୍ରହଲାଦ ଦାସ, ଅଶୋକ କୁମାର ବେହେରା, ଶ୍ରାବଣୀ ବେହେରା, ଜୟନ୍ତ କୁମାର ଜେନା, ଟୁକୁନା ବେହେରା, ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ଦାସ, ସନ୍ତୋଷ କୁମାର ବେହେରା, ପବିତ୍ର ମୋହନ ସାହୁ, ଶିବଶମ୍ଭୁ ଜେନା, ଦ୍ୱାରୀକାନାଥ ଜେନା, ସୋମନାଥ ତ୍ରିପାଠୀ,


