ନାବାଳିକା ଶ୍ରମିକ ଦୁଷ୍କର୍ମ, ଯୁବକ ଗିରଫ କୋର୍ଟ ଚାଲାଣ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ଅଞ୍ଚଳ ର ଜଣେ ନାବାଳିକା ଆନ୍ଧ୍ର ପ୍ରଦେଶ ର ରାଜମହେନ୍ଦ୍ରି ଠାରେ ମାଆଙ୍କ ସହ ଶ୍ରମିକ ଭାବେ କାମ କରୁଥିଲା ରାଜମହେନ୍ଦ୍ରି ର ଗାଙ୍ଗା ପାଲାମ୍ ଗ୍ରାମ ର A. ଭେଙ୍କେଟେଶ୍ୱର୍ ୨୩ ବର୍ଷ ଯୁବତି କୁ ବିବାହ ପ୍ରତିସୃତି ଦେଇ ଶାରିରିକ ସମ୍ପର୍କ ରଖି ଦୀର୍ଘ ଦିନ ଧରି ଦୁଷ୍କର୍ମ କରି ଥିଲା ନାବାଳିକା ଟି ବର୍ତ୍ତମାନ ଗର୍ଭବତି, ମାଆ ର ଏତେଲା ରେ କାଶୀନଗର ଥାନା ରେ ପୋସ୍କୋ ର ଧାରା ରେ କେସ ନମ୍ୱର୍ ୬୬/୨୩ ଥାନା ରେ କେଶ୍ ରୁଜୁ ହୋଇଛି l ଆସାମୀକୁ କାଶୀନଗର ପୋଲିସ ରଜମହେନ୍ଦ୍ରି ର ଗାଙ୍ଗା ପାଲାମ୍ ରୁ ଗିରଫ କରି କାଶୀନଗର ଆଣି କୋର୍ଟ ଚାଲାଣ କରିଥିଲା। କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ