ନିଆଁରେ ପୋଡି ହୋଇ ଯୁବକ ମୃତ

ରାଇରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍‌) : ରାଇରଙ୍ଗପୁର ତିରିଂ ଥାନା ଅନ୍ତର୍ଗତ ବଡପଳସା ପଂଚାୟତର ସୁନାପୋଷି ଗ୍ରାମରେ ଏକ ଦୁୁଖଦ ଘଟଣା ଘଟିଛି । ଶୁକ୍ରବାର ଅପରାହ୍ନରେ ପ୍ରାୟ ୨ ଟା ସମୟରେ ନିଆଁରେ ପୋଡି ଗୁରୁତର ଆହାତ ହୋଇଥିବା ବେଳେ ତାଙ୍କ ପଡୋଶୀ ମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତେବେ କୈାଣସି କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି ପୋଲିସ ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ