ସ୍ୱାସ୍ଥ୍ୟ ବିଭାଗର ପ୍ରତିଶ୍ରୁତି ପାଣିରେ ଗାର , ଅ।ଉଟ୍ସେ।ର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅ।ନ୍ଦେ।ଳନ

ବ୍ରହ୍ମପୁର, (ଯୁଗାଦ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ କାର୍ଯ୍ୟରତ ଅ।ଉଟ୍ସେ।ର୍ସିଂ କର୍ମଚାରୀଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ

Read more

ଦିବ୍ୟ ଜୀବନ ସଂଘ ତରଫରୁ ୫ମ ତମ ବିଶ୍ୱ ଯୋଗ ଦିବସ ପାଳିତ

ବ୍ରହ୍ମପୁର – (ଯୁଗାଦ୍ଦ ନ୍ୟୁଜ) : ଶୁକ୍ରବାର ସିଦ୍ଧାର୍ଥ ନଗରସ୍ଥିତ ଦିବ୍ୟ ଜୀବନ ସଂଘ, ବ୍ରହ୍ମପୁର ମୁଖ୍ୟ ଶାଖା ଦ୍ୱାରା ୫ମ ତମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ

Read more

ବ୍ରହ୍ମକୁମାରୀ ରିଟ୍ରିସ ସେଣ୍ଟରରେ ଯୋଗ ଦିବସ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ରାମଚନ୍ଦ୍ରପୁର ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଭୁ ଉପହାର ରିଟିଟ ସେଣ୍ଟର ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Read more

ମାଦବନ୍ଧ ଉତ୍କଳମଣି ହାଇ ସ୍କୁଲ ରେ ଯୋଗ ଦିବସ ପାଳିତ

ଚିକିଟି , (ଯୁଗାବ୍ଦ ନ୍ୟୁଜ୍) :ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଚିକିଟି ବ୍ଲକ୍ ମାଦବନ୍ଧ ହାଇ ସ୍କୁଲ ରେ ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଧାନ

Read more

ଉଚ୍ଛେଦ ହୋଇଥିବା ଶତାଧିକ ପନିପରିବା ବ୍ୟବସାୟୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ପୁରୁଷୋତ୍ତମପୁର ମା’ତରାତାରିଣୀ ପନିପରିବା ସଂଘର ଶତାଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ମାର୍କେଟ କମ୍ପେ୍ଲସ୍କୁ ଉଚ୍ଛେଦ କରାଯାଇଛି । ସେମାନଙ୍କୁ କୌଣସି ନୋଟିସ୍ କିମ୍ବା

Read more

ଗଞ୍ଜାମ ସହରର ବିଭିନ୍ନ ସମସ୍ୟା ନେଇ ସହରବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ

ଛତ୍ରପୁର,୨୧ା୬ : ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରର ଡାକ୍ତରଖାନା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ନେଇ ସହରବାସୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦୃଷ୍ଟି ଆକର୍ଷଣ

Read more

ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥ ପରିକ୍ରମା କଲେ ଶୁଭାରମ୍ଭ ଜିଲ୍ଲାପାଳ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ପ୍ରାକୃତିକ ଦୈବୀ ଦୁର୍ବିପାକ ଦ୍ୱାରା ଫସଲ ହାନି ନଷ୍ଟ ହେଲେ ବୀମା ସହିତ ଫସଲକୁ

Read more

ରଘୁନାଥପୁର ଆବାସିକ ଛାତ୍ରବାସର ଚତୁର୍ଥ ସମନ୍ୱୟ ବୈଠକ

ଛତ୍ରପୁର,୨୧ା୬ : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା ଛତ୍ରପୁର ବ୍ଲକ ସ୍ଥିତ ରଘୁନାଥପୁର ୟୁପିଏସ୍ ଆବାସିକ ଛାତ୍ରବାସର ଚୁତୁର୍ଥ

Read more

ପିଲାଟିଏ ଗଛ ଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ଠାରେ ଆଜି ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହାସହ ପିଲାଟିଏ ଗଛ

Read more

କସ୍ତୁରବା ବାଳିକା ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଆଜି ବିଶ୍ୱ ଯୋଗ ଦିବସ ଅବସରରେ ଛତ୍ରପୁର ସ୍ଥିତ କସ୍ତୁରବା ଆବାସିକ ବାଳିକା ବିଦ୍ୟାଳୟ ପରିସରରେ କ୍ରୀଡା ବାରତୀ ଆନୁକୂଲ୍ୟରେ ମହାଆଡମ୍ବର

Read more

Advertisement

ଏବେ ଏବେ