ଶ୍ରଦ୍ଧା ଓ ଭକ୍ତିର ସହ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ସମ୍ପନ୍ନ : ଶ୍ରୀଜୀଉଙ୍କ ଗଜାନନ ବେଶ ଦର୍ଶନରେ ଧନ୍ୟ ହେଲେ ଭକ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) :-କରୋନା ସଂକ୍ରମଣ ଜନିତ କଟକଣା ହଟିବା ପରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାର ଅୟମାରମ୍ଭ ହୋଇଛି
Read more


