ଏବିଭିପି ତରଫରୁ ବୈଷ୍ଣବ ପୁରୀ ନାଗାବାବାଙ୍କ ନ୍ୟାୟ ଦାବିରେ ବିକ୍ଷୋଭ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ସୋମବାର ଦିନ ସନ୍ଧ୍ୟା ୫.୦୦ ଘଟିକା ସମୟ ରେ ରାଇରଙ୍ଗପୁର ସ୍ଥିତ ଦୁର୍ଗାମଣ୍ଡପ ଵୈଷ୍ଣବ ପୁରୀ ନାଗାବାବାଙ୍କୁ ରାଜ୍ୟ ସରକାର ଯଥାଶୀଘ୍ର ନ୍ୟାୟ ପ୍ରଦାନ କରିବା ଦାବିରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ଉକ୍ତ ବିକ୍ଷୋଭ ରେ ରାଇରଙ୍ଗପୁର ନଗର ସମ୍ପାଦକ ଲିଙ୍ଗରାଜ ସେଠୀ, ଚିନ୍ମୟ ବାରିକ, ରାକେଶ ମହାନ୍ତ,ଆକାଶ ରଜକ,ମୟଙ୍କ ମିଶ୍ର,ରାଜେଶ ଆଚାର୍ଯ୍ୟ,ପ୍ରୀତମ ମଣ୍ଡଳ, ଅମିତ ପୁହଁ।ଣ,ଆଦିତ୍ୟ ମହାକୁଡ଼,ଭବାନୀ ମହାନ୍ତ, ପ୍ରଦୀପ ମହାନ୍ତ, ବିକାଶ ମହାନ୍ତ, ଅଂଶୁ ରାମ,ଗୌରବ ରାମ,ରାଜେଶ ରାଣା ଏବଂବହୁ ପୁରାତନ ଓ ନୂତନ ଭାଇ ଭଉଣୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ


