କାର୍ତ୍ତିକମାସ ଉପଲକ୍ଷେ ଆଧାତ୍ମିକ କାର୍ଯ୍ୟକ୍ରମ

(ଯୁଗାବ୍ଦନ୍ୟୁଜ)ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଗେ।କୁଳ ଧାମ ରେ ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ମନ୍ଦିରରେ ପୂଜା ଆରତୀ ପରେ ପୁଜାରୀ ବିକ୍ରମ ପଣ୍ଡା ଭଗବତ ପାଠ କରିଥିଲେ । ଦିବ୍ୟ ଜୀବନ ସଂଘ ଗୋସାଣୀ ନୁଆଁ ଗାଁ ଭକ୍ତ ମାନେ ଭଜନ ,କୀର୍ତ୍ତନ,ହନୁମାନ ଚାଳିସା ପାଠ କରିଥିଲେ ପରେ ପ୍ରବକ୍ତା ଶ୍ରୀ ହରିହର ଦାସ ଭଗବତ ଗୋପି ରାସଲୀଳା ସରଳ ଭାବରେ ବ୍ୟାଖ୍ୟା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାତା ଶ୍ରୀ ଜଗନ୍ନାଥ ରାଉତ ଶହଦେବ ପାତ୍ର ,ବାପି ସାହୁ , ଅକ୍ଷୟ କୁମାର ମହାରଣା ,କେଦାରନାଥ ଚୈଧୁରୀ ,ଡିଲୁ ସାବତ,ବାବୁ ପାଣିଗ୍ରାହୀ ଙ୍କ ସମେତ ବହୁ ଭକ୍ତ ଯୋଗ ଦେଇ ଭାଗବତ ଶ୍ରବଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ