କୃପାଳୁଜୀ ମହାରାଜ ଙ୍କ ଜନ୍ମୋତ୍ସବ ପାଳନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ରାଧା ଗୋବିନ୍ଦ ଧାମ ଠାରେ ଶ୍ରୀ ଶ୍ରୀ କୃପାଳୁଜୀ ମହାରାଜା ଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି ।ପ୍ରତ୍ୟୁଷରୁ ଗୁରୁଜୀଙ୍କ ମଂଗଳ ଆରତୀ ପରେ ଗୁରୁ ଵନ୍ଦନା, ଚରଣ ପୂଜନ, ବାଲ୍ୟ ଭୋଗ ଓ ସାଧନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଧାମର ସଦସ୍ୟ ରାମଚନ୍ଦ୍ର ମହାନ୍ତି, କ୍ଷୀରୋଦ ଦାସ, ବିପିନ ଦାସ,ଭକ୍ତହରି ରାଉତ ଙ୍କ ସମେତ ଶ୍ରଦ୍ଧାଳୁ ସ୍ନେହଲତା ମହାନ୍ତି, ଆନନ୍ଦ ପଲେଇ, ଵାସନ୍ତି ଦାସ, ହରିହର ପାଣିଗ୍ରାହୀ, ଵୁନୁ ଧଳ, ପ୍ରଭାତୀ ପଣ୍ଡା, ନଟଵର ଜେନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।


