ଗୋକୁଳଧାମରେ ମାନସ ପ୍ରବଚନ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ଗୋକୁଳଧାମରେ ମାରୁତି ସତସଙ୍ଗ ଭକ୍ତମାନଙ୍କ ଦ୍ୱାରା ସୁନ୍ଦାରାକାଣ୍ଡ ପାରାୟଣ ହନୁମାନ ଚାଳିଶା ପରେ ଭଜନ କୀର୍ତ୍ତନ ପରେ ବାବାଜି ସୋମନାଥ ଦାସ ମହାରାଜ ଶ୍ରୀ ଚରିତ ମାନଓ ବାଳିକାଣ୍ଡାର ଶ୍ରୀ ଉମା ଶମ୍ବୁ ସମ୍ବାଦ ପରେ ଆଲୋକପାତ କରିଥିଲେ । ପରେ ପୁଜା ଆଳତୀ ହୋଇଥିଲା । ଏଥିରେ ସହଦେବ ପାତ୍ର ଶାନ୍ତି ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ରାଉତ,କେଦାର ଚୌଦୁରୀ,ଦୁଲୁ ସାବତ,ବସନ୍ତ ମୁନି,ଅଜୟ ପ୍ରଧାନ, ସହଦେବ ପାତ୍ରଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।


